fbpx

Breaking News; ୧୩ ଜିଲ୍ଲାରେ ଉତ୍ପାତ କରିବ ବର୍ଷା! ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା, ୱାର୍ଣ୍ଣିଂ ଜାରି

ଓଡ଼ିଶା ଭାସ୍କର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା…

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରନ୍ତି ହିଟମ୍ୟାନ୍ ରୋହିତ: ଫାଇନାଲରେ ହେବ କି ଚମତ୍କାର?

ନୂଆଦିଲ୍ଲୀ: ଟି-ବିଶ୍ୱକପର ଫାଇନାଲ ଇଭେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ମ୍ୟାଚରେ ଟସ୍ ଜିତି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି । ତେବେ ଦଳରେ କୌଣସି ପରିବର୍ତ୍ତନ…

WC Champion ଟିମକୁ କେତେ ମିଳିବ Prize Money? ICC ଘୋଷଣା କଲା ଟି-୨୦ ବିଶ୍ୱକପର ପୁରସ୍କାର ରାଶି

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଚମ୍ପିଆନ୍ ଦଳକୁ ମାତ୍ ଦେବା ପରେ ଭାରତ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଥିବା ବେଳେ…

GeoPortal-Bhuvan: ଗୁଗଲ ଅପେକ୍ଷା ୧୦ ଗୁଣ ଅଧିକ ଶକ୍ତିଶାଳୀ: ଜାଣନ୍ତୁ ଏହାର ଫାଇଦା

ଓଡ଼ିଶା ଭାସ୍କର: ଜିଓପୋର୍ଟାଲ-ଭୁବନ(GeoPortal-Bhuvan) ଏକ ପ୍ରକାରର ୱେବ ପୋର୍ଟାଲ । ଏହାଦ୍ୱାରା ଇଣ୍ଟରନେଟ ଜରିଆରେ ଭୌଗୋଳିକ ତଥ୍ୟ(ଭୂ-ସ୍ଥାନୀୟ ତଥ୍ୟ) ଏବଂ ଅନ୍ୟାନ୍ୟ ଭୌଗୋଳିକ ସେବା ଇତ୍ୟାଦିର ସନ୍ଧାନ କରାଯାଏ ।…

(Video) ଏଥର ଭାରତ ଜିତିବ ଟି-୨୦ ବିଶ୍ୱକପ! କହୁଛି ସମୀକରଣ, ନାହାନ୍ତି ଅଶୁଭ ଅମ୍ପାୟାର….

ନୂଆଦିଲ୍ଲୀ: ଆଜି ଟି-୦ ବିଶ୍ୱକପରେ ହେବ ଫାଇନାଲ ମୁକାବିଲା । ଟୁର୍ଣ୍ଣାମେଣ୍ଟର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଘମାଘୋଟ ଲଢେଇ । ସମସ୍ତ ବାଧାବିଘ୍ନ ସବୁ ଦଳକୁ ପଛରେ ପକାଇ…

ମାତ୍ର ୨୦ ପ୍ରତିଶତ ଜିତିବା ଆଶା…. କିଏ ଜିତିବ ଟି-୨୦ ବିଶ୍ୱକପ? ଫାଇନାଲ ମ୍ୟାଚକୁ ନେଇ ଭବିଷ୍ୟବାଣୀ

ଓଡ଼ିଶା ଭାସ୍କର: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଅଧିନାୟକ ଏଡେନ୍ ମାର୍କରମ ପ୍ରଥମ ଥର ପାଇଁ ଦଳକୁ ବିଶ୍ୱକପ ଫାଇନାଲରେ ପ୍ରବେଶ କରାଇଥିବା ବେଳେ ଭାରତ…

Breaking News; ୮ ବର୍ଷର ପୁଅକୁ ଟାଣିନେଲା କୁମ୍ଭୀର: ଖେଳୁଥିବା ବେଳେ ନେଇଗଲା ‘ଜଳଦାନବ’

ଅନୁଗୁଳ: ପୁଣିଥରେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ୮ ବର୍ଷର ଜଣେ କୁନି ବାଳକକୁ କୁମ୍ଭୀର ନିଜ ଶିକାର ବନାଇଛି । ଖେଳୁଥିବା ବେଳେ ୮ ବର୍ଷର ଏହି କୁନି ବାଳକଟିକୁ ଟାଣିନେଇଛି କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ…

ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ସୋସିଆଲ ମିଡିଆ! ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଅଭିଭାବକ…

ନୂଆଦିଲ୍ଲୀ: ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ…

IND vs ENG Semi Final; ଆଜି ପ୍ରତିଶୋଧର ଲଢେଇ… ଫାଇନାଲକୁ ଟାର୍ଗେଟ: ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିବ କି ଟିମ୍ ଇଣ୍ଡିଆ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ର ପ୍ରଥମ ଫାଇନାଲିଷ୍ଟ ଦଳ ମିଳି ସାରିଛି । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି । ବର୍ତ୍ତମାନ ଦ୍ୱିତୀୟ ଦଳ କିଏ ହେବ ତାହାକୁ ଅପେକ୍ଷା ରହିଛି ।…

Ayushman Bharat ଯୋଜନାକୁ ନେଇ ବଡ଼ ଘୋଷଣା: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ଅଧିବେଶନ । ଦେଶର ୧୮ତମ ଲୋକସଭାକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ବୋଧନ ସମୟରେ ସେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବଡ଼ ଘୋଷଣା…