ବୁଲଡୋଜର ଆକ୍ସନ ଉପରେ ସୁପ୍ରିମ ଝଟକା: ସାର୍ବଜନିକ ସମ୍ପତ୍ତି ଉପରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ରାୟ ଦିଆଯାଇଛି । ବୁଲଡୋଜର ଆକସନ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ସୁପ୍ରିମ ଅଦାଲତ । ଆଗାମୀ ଶୁଣାଣି ସୁଦ୍ଧା କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ…

Breakfast ନା ବିଷ… ଜଳଖିଆରେ ପୁଷ୍ଟିକର ଖାଦ୍ୟ ନାଁ ରେ ଖାଉଛନ୍ତି ‘ବିଷ’! Heart ଉପରେ ପଡ଼ୁଛି ପ୍ରଭାବ

ଓଡ଼ିଶା ଭାସ୍କର: ପୁଷ୍ଟିକର ଜଳଖିଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କାମକୁ ଶିଘ୍ର ଯିବା ପାଇଁ ତରବର ହେଉଥିବା ଲୋକମାନେ ସ୍ନାକ୍ସରେ କାମ ଚଳାଇଦିଅନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତି…

ପିତୃଦୋଷ ମୁକ୍ତି ପାଇଁ କେବଳ କାଉକୁ କାହିଁକି ଦିଆଯାଏ ଖାଦ୍ୟ? ଶ୍ରାଦ୍ଧକର୍ମରେ କ’ଣ ରହିଛି ଏହାର ମହତ୍ତ୍ୱ, ଜାଣନ୍ତୁ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପିତୃପକ୍ଷକୁ ଖୁବ ବିଶ୍ୱାସ କରାଯାଏ । ପୂର୍ବଜମାନଙ୍କୁ ସ୍ମରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ପକ୍ଷ ପାଳନ କରାଯାଉଛି । ଏହି ପିତୃପକ୍ଷ ପ୍ରାୟତଃ ଭାଦ୍ରବ…

(Video) ସାବଧାନ୍! Linkରେ କ୍ଲିକ୍ କଲେ କଟିଯିବ ସବୁ ଟଙ୍କା: ‘ସୁଭଦ୍ରା’ ଉପରେ ସାଇବର ଲୁଟେରାଙ୍କ ନଜର

ଓଡ଼ିଶା ଭାସ୍କର: ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ସମସ୍ତ ହିତାଧିକାରୀ ମହିଳା । କିନ୍ତୁ…

BSNL କେବେ ଯୋଗାଇବ 4G/5G ସର୍ଭିସ? ସରକାରଙ୍କ ତରଫରୁ ମିଳିଲା ଉତ୍ତର…

ଓଡ଼ିଶା ଭାସ୍କର: ଭାରତରେ ବେଶ୍ ଲୋକପ୍ରିୟ ଟେଲିକମ୍ କମ୍ପାନୀର ମହଙ୍ଗା ରିଚାର୍ଜ ପ୍ଲାନ ୟୁଜରଙ୍କ ଅସନ୍ତୋଷର କାରଣ ପାଲଟିଛି । ଏଥିପାଇଁ ଅନେକ ୟୁଜର ଏବେ ସରକାରୀ ଟେଲିକମ୍ କମ୍ପାନୀ BSNL ପାଇଁ ମନ ବଳାଇଛନ୍ତି । ସେପଟେ…

ତ୍ରିରଙ୍ଗାରେ ନାହିଁ ଅଶୋକ ଚକ୍ର, ଲାଗିଛି ଚାନ୍ଦ-ତାରା… ମାମଲାକୁ ନେଇ ପୋଲିସର ଆକ୍ସନ

ନୂଆଦିଲ୍ଲୀ: ଭାରତର ଜାତୀୟ ପତାକା ଭାବରେ ତ୍ରିରଙ୍ଗାକୁ ଦେଶରେ ଖୁବ ସମ୍ମାନ ଦିଆଯାଏ । କିନ୍ତୁ ବିହାରରେ ଏହି ତ୍ରିରଙ୍ଗା ପତାକାକୁ ଅସମ୍ମାନିତ ହୋଇଥିବା ଦେଖାଯାଇଛି । ଜୁଲୁସର ଏକ ପିକ୍ ଅପରେ ତ୍ରିରଙ୍ଗା ପତାକାରେ…

କାଲିଠାରୁ ଆରମ୍ଭ ହେବ ପିତୃପକ୍ଷ: କିପରି ପୂର୍ବଜଙ୍କୁ କରିବେ ପ୍ରସନ୍ନ? ଜାଣନ୍ତୁ କ’ଣ କରିବେ ଏବଂ କ’ଣ ନାହିଁ

ଓଡ଼ିଶା ଭାସ୍କର: ପିତୃପକ୍ଷ ଅର୍ଥାତ୍ ଶ୍ରାଦ୍ଧପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷମ ଅମାବାସ୍ୟା ପର୍ୟ୍ୟନ୍ତ ଚାଲିଥାଏ । ୧୭ ସେପ୍ଟେମ୍ବର ଅର୍ଥାତ୍ କାଲିଠାରୁ ଏହି ପିତୃପକ୍ଷ ଆରମ୍ଭ ହେଉଛି ଯାହା ୨…

Asian Champions Trophy; ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ: ‘କୋରିଆ’ ଦେଇ ବାଜି ମାରିଲା ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇବା ପରେ ଟିମ ଇଣ୍ଡିଆରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅଲିମ୍ପିକ୍ସ ପରେ ଏବେ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରର୍ଶନ ଜାରି ରଖିଛି ଭାରତ । ଲଗାତାର…

ଭାରତ ସାଜିଲା “Snake Bite Capital”… ଆଗକୁ ଆହୁରି ଭୟଙ୍କର ହୋଇପାରେ ସ୍ଥିତି

ନୂଆଦିଲ୍ଲୀ: ବିଗତ କିଛି ଦିନରେ ବିଭିନ୍ନ ସ୍ଥାନରୁ ସାପ କାମୁଡ଼ା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ସାପ କାମୁଡ଼ା ଏବଂ ଏଥିରେ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି । ଭାରତରେ ସାପ…

Thank God… ସୁନ୍ଦର ସୃଷ୍ଟିର ହୋଇଥାନ୍ତା ସର୍ବନାଶ! ଭୟଙ୍କର ବିପଦରୁ ମୁକ୍ତି ପାଇଗଲା ପୃଥିବୀ, ପାଖ ଦେଇ ଚାଲିଗଲା ଆଷ୍ଟ୍ରଏଡ

ଓଡ଼ିଶା ଭାସ୍କର: ଆଜି ପବିତ୍ର ବିଶ୍ୱକର୍ମା ପୂଜା । କୁହାଯାଏ ଯେ, ପ୍ରଭୁ ବିଶ୍ୱକର୍ମା ଏହି ସୁନ୍ଦର ସୃଷ୍ଟିକୁ ନିଜ ହାତରେ ବସି ତିଆରି କରିଛନ୍ତି । କିନ୍ତୁ ବିଶ୍ୱକର୍ମାଙ୍କ ପବିତ୍ର ଉତ୍ସବରେ ଆଜି ତାଙ୍କର ଏହି ସୁନ୍ଦର…