ଶ୍ରୀମନ୍ଦିରରେ ଆୟୋଜିତ ହେବ ବନକଲାଗି ନୀତି: ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତାକାଲି ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ୟ୍ୟନ୍ତ…

ନନ୍-ଷ୍ଟିକ୍ ବାସନର ଅଧିକ ବ୍ୟବହାର କରୁଥିଲେ ସାବଧାନ: ହୋଇପାରେ ଏପରି ମରାତ୍ମକ ଫ୍ଲୁ

ଓଡିଶା ଭାସ୍କର: ଆଜିର ସମୟରେ ପ୍ରତ୍ୟେକ ରୋଷେଇ କାର୍ଯ୍ୟ ପାଇଁ ନନ୍-ଷ୍ଟିକ୍ ବାସନଗୁଡିକର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ଏହି ବାସନଗୁଡିକର ବିଶେଷ ବିଶେଷ କଥା ହେଉଛି କମ୍ ତେଲରେ ଖାଦ୍ୟକୁ ଭଲ ଭାବରେ ରାନ୍ଧିଥାଏ ।…

କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା: ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି

ଭୁବନେଶ୍ୱର: ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ…

ଭାରତ ସରକାରଙ୍କ ନୂଆ ଜିଏସଟି କାଉନସିଲ ଗଠନ:କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଭାରତ ସରକାରଙ୍କ ଅଧୀନରେ ଏକ ନୂଆ ଜିଏସଟି କାଉନ୍ସିଲ ଗଠନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ…

ନୂଆ ଟିମ ଗଠନ କଲା ବିଜେଡ଼ି: ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ୧୫ ଜଣିଆ କମିଟି, ବାଦ ପଡ଼ିଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ୧୫ ଜଣିଆ ସଦସ୍ୟ ଟିମ୍ । ରାଜ୍ୟରେ ବିଭିନ୍ନ କାର୍ଯ୍ୟ ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି । ବିଜେଡିର ନୂତନ ଟିମରୁ…

ବହୁ ପ୍ରତିକ୍ଷାର ଘଟିଲା ଅନ୍ତ: ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା , C-DOTରେ ହେଲା ପ୍ରଥମ ପରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ ସଫଳତା ପାଇଛି । ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।…

ନଖକୁ ଆପଣ ବଡ଼ ରଖୁଛନ୍ତି କି ? ଯଦି ନଖ ବଡ଼ ରଖୁଥାନ୍ତି ତେବେ ସତର୍କ ରୁହନ୍ତୁ, ନଚେତ୍ ଆପଣଙ୍କୁ ପଡ଼ିପାରେ ମହଙ୍ଗା

ଓଡିଶା ଭାସ୍କର: ଆଜିକାଲି ସମସ୍ତେ ପ୍ରାୟ ହାତରେ ବା ପାଦରେ ନଖ ରଖିବାକୁ ବେଶ ପସନ୍ଦ କରନ୍ତି । କିନ୍ତୁ ଅତ୍ୟଧିକ ନଖ ରଖିବା ଦ୍ୱାରା କେବଳ ଏହା ଖରାପ ଦେଖାଯାଏ ନାହିଁ ବରଂ ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ । ସୁସ୍ଥ…

ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ: ଅଗଷ୍ଟ ୯ ଠାରୁ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ

ନୂଆଦିଲ୍ଲୀ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’…

ଜ୍ୱାଇଁକୁ କୋର୍ଟରେ ଶ୍ୱଶୁରଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଘଟିଛି ଜଘନ୍ୟ ଗୁଳିକାଣ୍ଡ। ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି । ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା…

ଲଦାଖରେ ହେଲା ଭୟଙ୍କର ଭୂସ୍ଖନ: କୋଠା ଭୁଶୁଡି ୧୨ ଆହତ

ନୂଆଦିଲ୍ଲୀ: ଲଦାଖର ନାଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ କୋଠା ଭୁଶୁଡ଼ି ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଥିସହ ଭାରତୀୟ ସେନା, ଲଦାଖ ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ଏବଂ…