ମହିଳାମାନେ ସାବଧାନ ରୁହନ୍ତୁ, ସର୍ବାଇକଲ୍ କ୍ୟାନ୍ସରର ଏହି ଲକ୍ଷଣ ଆପଣଙ୍କ ଜୀବନ ନେଇପାରେ!
ନୂଆଦିଲ୍ଲୀ: ସର୍ବାଇକଲ କ୍ୟାନ୍ସର ପ୍ରତି ସାବଧାନ ରୁହନ୍ତୁ! ଯଦି ସମୟ ମଧ୍ୟରେ ସର୍ବାଇକଲ୍ କ୍ୟାନ୍ସର ବା ଗର୍ଭାଶୟ କର୍କଟ ରୋଗର ଲକ୍ଷଣ ଚିହ୍ନଟ ନହୁଏ, ତେବେ ରୋଗୀର ମୃତ୍ୟୁ ସୁନିଶ୍ଚିତ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…