ଦିଲ୍ଲୀରେ ସରକାର ଗଢ଼ିବ ବିଜେପି, ଏକଜିଟ୍ ପୋଲର ଆକଳନ ଆପକୁ ଧରାଶାୟୀ କରିବ ପଦ୍ମ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବକି ସରକାର ପରିବର୍ତ୍ତନ। ଝାଡ଼ୁକୁ ଚକମା ଦେଇ ମୁଖ୍ୟମନ୍ତ୍ରୀ ଆସନ ହାତେଇ ପାରିବ ତ ବିଜେପି। ନା ଦୁଇ ଦଳ ମଧ୍ୟରେ ହେଉଥିବା କଳିର ଫାଇଦା ଉଠାଇବ କଂଗ୍ରେସ। ତାହା ତ ନିର୍ବାଚନ ଫଳାଫଳ…

ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପ୍ରୟାଗରାଜକୁ ଚାଲିବ ମାଗଣା ଟ୍ରେନ

ଉତ୍ତରପ୍ରଦେଶ: ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ରାଜ୍ୟରୁ କୁମ୍ଭମେଳାକୁ ଚାଲିବ ମାଗଣା ଟ୍ରେନ। ଯିଏ ଚାହିଁବେ ଯାଇ ପାରିବେ। ବିନା ଟିକେଟରେ ପ୍ରୟାଗରାଜର ପବିତ୍ର ଭୂମିରେ ପହଞ୍ଚି ପାରିବେ। ଏନେଇ ଏହି…

ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IOCL ବାହାର କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦଶମ ପାସ୍ କରିଥିଲେ ବି ମିଳିବ ଚାକିରୀ। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଆପଣ ଚାକିରୀ କରିବାକୁ ଚାହୁଁଛନ୍ତି କି? ତାହାଲେ ଆପଣଙ୍କ ପାଖରେ…

Breaking: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଯୁବକଙ୍କ ତଣ୍ଟି କାଟି କଲେ ହତ୍ୟା

ଛତିଶଗଡ଼: ପୁଣି ଏକ ହତ୍ୟାକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲେ ମାଓବାଦୀ। ରାତିରେ ଘରେ ପଶିଲେ ଆଉ ଅପହରଣ କରିନେଲେ। ପରେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟିଦେଲେ। ଫଳରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ଯୁବକ।…

ବ୍ୟାନ୍ ହେଲା ଏହି ଆପ୍, ବିଶେଷ କରି ସରକାରୀ କମ୍ପାନୀରେ ବ୍ୟବହାର ହେବନି ଏହି ସବୁ ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ। ଏଣିକି ବ୍ୟବହାର କରିପାରିବେନି ଏହିସବୁ ଆପ୍। ବିଶେଷ କରି ସରକାରୀ କର୍ମଚାରୀମାନେ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟର…

ବୁଢ଼ା ବାପାର ଶବ କିଏ ନେବ, ଦୁଇ ଭାଇଙ୍କ ଭିତରେ ଛିଡୁନି କଳି, ପୁଅର ଜିଦ୍ ଶବ ୨ ଖଣ୍ଡ ହେଉ

ମଧ୍ୟପ୍ରଦେଶ: ବାପାଙ୍କ ଶବକୁ କିଏ ଦେବ ମୁଖାଗ୍ନି। ସାନ ପୁଅ ନା ବଡ଼ ପୁଅ। ଦୁଇ ପୁଅଙ୍କ ଭିତରେ ହେଉନି ସମାଧାନ। ବଡ ପୁଅର ଜିଦ୍ ସେ ବଡ ତେଣୁ ସିଏ ହିଁ ମୁଖାଗ୍ନି ଦେବ। ସେପଟେ ସାନ ପୁଅ ଅଡି ବସିଛି ବାପା ମୋ ପାଖରେ…

ଏବେଠୁ ହୋଇଯାଆନ୍ତୁ ସତର୍କ, ଅଧିକ ହସ ନେଉଛି ଜୀବନ

ଓଡିଶା ଭାସ୍କର: ହସିବାକୁ କାହାକୁ ବା ଭଲ ନ ଲାଗେ। କଥାରେ ଅଛି ପରେ ମନ ଖୋଲି ହସିଲେ ଆୟୁଷ ବଢ଼େ। ଏପରିକି ଡାକ୍ତରମାନେ ବି କୁହନ୍ତୁ ହସିବା ସ୍ୱାସ୍ଥ୍ୟ ପାଇଁ ହିତକର। ହେଲେ ଆପଣ ଜାଣିଛନ୍ତି କି ଏହି ହସ କେବେ ଆପଣଙ୍କ…

ଖେଳ ପଡ଼ିଆରୁ ଟେକିନେଲେ, ସ୍କୁଲ ପରିସରରେ ନାବାଳିକାକୁ ଗଣଦୁଷ୍କର୍ମ କଲେ

କର୍ଣ୍ଣାଟକ: ୮ ବର୍ଷର ଝିଅ ସହ ଗଣଦୁଷ୍କର୍ମ। ତାହା ପୁଣି ସରକାରୀ ସ୍କୁଲ ପରିସର ଭିତରେ। ଖେଳ ପଡିଆରେ ଖେଳୁଥିବା ବେଳେ ନାବାଳିକାକୁ ଟେକି ନେଇଥିଲେ ଦୁଷ୍କର୍ମକାରୀ। ପରେ ଗଣଦୁଷ୍କର୍ମ କରିଥିବା ଜଣାପଡିଛି। ଘଟଣାଟି…

ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କଲେ ବର, ରାଗିଯାଇ ବାହାଘର ଭାଙ୍ଗିଦେଲେ ଶ୍ୱଶୁର

ନୂଆଦିଲ୍ଲୀ: କଥାରେ ଅଛି ବାହାଘର ଜୀବନରେ ଥରେ ଆସେ। ଅବଶ୍ୟ ଆଜିକା ଦିନରେ ଏହି କଥାର କିଛି ଅର୍ଥ ନାହିଁ। କିନ୍ତୁ ବାହାଘରର ମଜା ଉଠାଇବାକୁ ସମସ୍ତଙ୍କର ଇଚ୍ଛା। ଆଉ ଏବେ କନିଆ ଠାରୁ ଆରମ୍ଭ କରି ବର ସମସ୍ତେ ବାହାଘରରେ…

ବାହାଘରକୁ ଆସିଲେ ଭୋଜି ଖାଇଲେ, ଅତିଥି ବେଶରେ ଟଙ୍କା ସହ ସୁନା ଲୁଟ୍ କରିନେଲେ

ଭୁବନେଶ୍ୱର: ଅତିଥି ବେଶରେ ଆସିଲେ ଟଙ୍କା, ସୁନା ଗହଣା ଧରି ଚମ୍ପଟ ମାରିଲେ। ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା। ଭିଡ଼ ସ୍ଥାନ ବା ବାହାଘର, ବ୍ରତଘର ଉପରେ ଚୋରଙ୍କ ନଜର। ଭିଡ଼ ସ୍ଥାନ ଦେଖି ପଶୁଛନ୍ତି। ଆଉ ସମୟ…