Astrology ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଅନ୍ଧାର ହୋଇଯିବ ୪ ଘଣ୍ଟା Subhasmita Das Aug 2, 2025 ଓଡିଶାଭାସ୍କର: ସୂର୍ଯ୍ୟଗ୍ରହଣ କେବଳ ଜ୍ୟୋତିଷ ଦୃଷ୍ଟିକୋଣରୁ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଗ୍ରହଣ ସବୁ ରାଶି ସହିତ ପରିବେଶକୁ ମଧ୍ୟ ପ୍ରଭାବିତ…
ଖବର ପୁଣି ଏକ ମୃତ୍ୟୁ, ଜିମରେ ବ୍ୟାୟାମ କରୁ କରୁ ଚାଲିଗଲା ୩୭ ବର୍ଷୀୟ ଯୁବକଙ୍କ ଜୀବନ Subhasmita Das Aug 2, 2025 ମହାରାଷ୍ଟ୍ର: ପୁଣି ଜିମରେ ଗଲା ଜୀବନ। ଓ୍ୱାର୍କଆଉଟ୍ କରୁ କରୁ ଉଡ଼ିଗଲା ପ୍ରାଣବାୟୁ। ଉପସ୍ଥିତ ଥିବା ଲୋକ ହୋଇଗଲେ ତାଜୁବ। ପୁଣି ଜିମ୍ ରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା। ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏପରି ଏକ…
ଖବର ଟ୍ରମ୍ପଙ୍କୁ ବାଏଁ ବାଏଁ ଉଡ଼ାଇଦେଲା ଭାରତ, ଧମକର ପଡିଲାନି କୌଣସି ପ୍ରଭାବ Subhasmita Das Aug 2, 2025 ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି। ଏହା ଯୋଗୁଁ ଆପଲକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି ଆଶା କରାଯାଉଛି। ହେଲେ ଏହା ସତ୍ତ୍ୱେ…
ଖବର ଏଣିକି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସାଙ୍ଗରେ ମିଳିବ ଫଳ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା Subhasmita Das Aug 2, 2025 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଯାଏଁ ସମସ୍ତଙ୍କୁ ଖାଇବାରେ ମିଳିବ ବିଭିନ୍ନ ପ୍ରକାରର ଫଳ। ଅଣ୍ଡା ନଖାଇଲେ…
ଅପରାଧ ରେପ୍ କେସରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ, ୫ ଲକ୍ଷ ଟଙ୍କାର ଜୋରିମାନା Subhasmita Das Aug 2, 2025 କର୍ଣ୍ଣାଟକ: ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ସଜା। ଜେଡି (ଏସ୍) ନେତା ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ଦଣ୍ଡାଦେଶ। ବେଙ୍ଗାଲୁରୁ ସ୍ପେଶାଲ୍ କୋର୍ଟ ଆଜୀବନ କାରାଦଣ୍ଡାଦେଶରେ ରେବନ୍ନାଙ୍କୁ ଦଣ୍ଡିତ କଲେ।…
ଖବର ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଭାଙ୍ଗିଗଲା ଡ୍ୟାମ, କୁଟାଖିଅ ପରି ଭାସିଗଲା ଟ୍ରକ-ଡମ୍ପର Subhasmita Das Aug 2, 2025 କୁଲ୍ଲୁ: ଭୟଙ୍କର ଦୃଶ୍ୟ। ଚାହୁଁ ଚାହୁଁ ଭାଙ୍ଗିଗଲା ଡ୍ୟାମ୍। ଆଉ ଆଖି ଆଗରେ କୁଟା ଖିଅ ପରି ପ୍ରଖର ପାଣିରେ ଭାସିଗଲେ ବଡ଼ ବଡ଼ ଟ୍ରକ ଆଉ ଡମ୍ପର। ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ହିମାଚଳ…
ଅପରାଧ ଇତିହାସରେ ପ୍ରଥମ, ପାରାକୁ ଖାଇବାକୁ ଦେବାରୁ ଯୁବକଙ୍କ ନାଁରେ FIR Subhasmita Das Aug 2, 2025 ମୁମ୍ୱାଇ: ଆପଣମାନଙ୍କ ମଧ୍ୟରୁ ଏମିତି ଅନେକ ଜଣ ଥିବେ ଯିଏ ପାରାମାନଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରୁଥିବେ। ହେଲେ ଥରେ ଭାବନ୍ତୁତ ଯଦି ପାରାମାନଙ୍କୁ ଖାଇବା ଦେବା ଅଭିଯୋଗରେ ତୁମ ନାଁରେ ଥାନାରେ FIR ରୁଜ୍ଜୁ କରାଯାଏ।…
ଅପରାଧ ପ୍ରଥମେ ପିଇଲା ଏନର୍ଜି ଡ୍ରିଙ୍କ, ତାପରେ ୯ ବର୍ଷର ନାବାଳିକାକୁ ଝୁଣି ଖାଇଗଲା ୧୫ ବର୍ଷର ନାବାଳକ Subhasmita Das Aug 2, 2025 ରାଜସ୍ଥାନ: ୧୫ ବର୍ଷର ନାବାଳକ ୯ ବର୍ଷର ଝିଅକୁ କଲା ଦୁଷ୍କର୍ମ; ତାହା ପୁଣି ଏନର୍ଜି ଡ୍ରିଙ୍କ ପିଇ। ଏପରି ଏକ ଦୁଷ୍କର୍ମ ଘଟଣା ଆପଣଙ୍କ ଛାତିକୁ ଦୋହଲାଇ ଦେବ। ଘଟଣା ଏପରିକି ରେପ୍ କରିବା ପରେ ନାବାଳିକାକୁ ଅଚେତ୍…
ଖବର ସରକାରଙ୍କ ବଡ଼ ଘୋଷଣା, ମାଗଣା ହେଲା ବିଦ୍ୟୁତ୍ ସେବା Subhasmita Das Aug 2, 2025 ବିହାର: ସରକାରଙ୍କ ବଡ଼ ଘୋଷଣା। ମାଗଣା ହେଲା ବିଦ୍ୟୁତ ସେବା। ଉପକୃତ ହେବେ କୋଟି କୋଟି ଲୋକ। ଗତକାଲି ଠାରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ ଏହିୁ ରାଜ୍ୟରେ ବିଜୁଳି ଛାଡ଼ କରିଛନ୍ତି ରାଜ୍ୟ ସରକାର। ବିଦ୍ୟୁତ୍ ମାଗଣା…
ଖବର ବାଂଲାଦେଶ ରାଜନୀତିରେ ନୂଆ ମୋଡ଼, ଶେଖ୍ ହାସିନାଙ୍କୁ ଦେଶ ପାର୍ କରିଥିବା ଛାତ୍ରନେତା ଗିରଫ Subhasmita Das Aug 2, 2025 ଢ଼ାକା: ବାଂଲାଦେଶ ରାଜନୀତିରେ ନୂଆ ମୋଡ଼। ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଛାତ୍ର ନେତା…