ଏହିସବୁ ଅଙ୍ଗକୁ ସୁସ୍ଥ ରଖିବା ପାଇଁ ଜରୁରୀ ଭିଟାମିନ୍ B12, ଦୂରହେବ ଦୈନନ୍ଦିନର ଅନେକ ସମସ୍ୟା
ଓଡ଼ିଶାଭାସ୍କର: ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଶରୀର ସହିତ ମନକୁ ମଧ୍ୟ ସୁସ୍ଥ ରଖିବା ଜରୁରୀ। ମାନସିକ ସମସ୍ୟା ଦୂର କରିବା ପାଇଁ ଭିଟାମିନ୍ ବି-୧୨ ବହୁତ ଗୁରୁତ୍ୱପୂର୍ଣ୍ଣ।
ଶରୀରରେ ଭିାମିନ୍ ବି-୧୨ର…