ମଣିପୁରରେ ପୁଣି ହିଂସା; ଜିରିବାମରେ ୫ ମୃତ, ୩ ବଙ୍କର ନଷ୍ଟକଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା କାଣ୍ଡ ଘଟିଛି । ଶନିବାର ସକାଳେ ଜିରିବାମ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାର ବିବରଣୀ ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶୋଇଥିବା ସମୟରେ…

ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ; ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ । ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସୂଚନା । କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ସୂଚନା ।…

ନୂଆଁଖାଇ ପାଇଁ ବ୍ୟାଙ୍କ ଛୁଟି; ଏନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ (ସୋମବାର) ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

ପୃଥିବୀକୁ ଫେରିଲା ସୁନୀତା ଓ ବଚ୍‌ଙ୍କୁ ଅନ୍ତରୀକ୍ଷ ନେଇଥିବା ମହାକାଶଯାନ; ମାତ୍ର ୬ ଘଣ୍ଟାରେ କଲା ଲ୍ୟାଣ୍ତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲ୍ମୋରଙ୍କୁ ନେଇ ବୋଇଙ୍ଗର ଷ୍ଟାରଲାଇନର ମହାକାଶଯାନ ପୃଥିବୀକୁ ଫେରିଛି । ତେବେ ଏହି ଯାନ ନେଇ ମହାକାଶ ଯାତ୍ରା କରିଥିବା ବୁଚ୍ ୱିଲମୋର ଓ ସୁନୀତା ୱିଲିୟମ୍ସ ଏବେ…

ଥମୁନି ଗଧିଆ ଆତଙ୍କ; ୟୁପି ପରେ ଏବେ ମଧ୍ୟପ୍ରଦେଶରେ ଗୋଟିଏ ପରିବାରର ୫ ଜଣଙ୍କୁ ଆକ୍ରମଣ 

ଭୋପାଳ: ଥମୁନି ଗଧିଆ ଆତଙ୍କ, ୟୁପି ପରେ ଏବେ ମଧ୍ୟପ୍ରଦେଶରେ ବି ଭୟଙ୍କର ପରିସ୍ଥିତି । ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି ଗଧିଆ ଆକ୍ରମଣ ମାମଲା । ଶୁକ୍ରବାର ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଗଧିଆ ଆତଙ୍କ ଦେଖିବାକୁ…

ଆଜି ଗଣେଶ ଚତୁର୍ଥୀ; ପଡ଼ୁଛି ବ୍ରହ୍ମଯୋଗ, ରବିଯୋଗ, ଇନ୍ଦ୍ରଯୋଗ ଏବଂ ସର୍ବସିଦ୍ଧି ଯୋଗ, ଏହି ରାଶି ଲୋକଙ୍କର ଆରମ୍ଭ ହେଉଛି ଶୁଭଦିନ

ଓଡ଼ିଶା ଭାସ୍କର: ଆଜି ଧରାବତରଣ କରୁଛନ୍ତି ପାର୍ବତୀ ନନ୍ଦନ। ବିଶ୍ୱାସ କରାଯାଏ ଯେ ଏହି ଦିନ ପ୍ରଭୁ ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା। ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ରେ ଭଗବାନ ଗଣେଶ ଏହି ଦିନ ମହାଭାରତ ଲେଖିଥିଲେ।…

ପ୍ୟାରିସ୍ ପାରାଲିମ୍ପିକ୍ସ: ଶଟ୍ ପୁଟ୍-F57ରେ କାଂସ୍ୟ ପଦକ ଜିତିଲା ଭାରତ… ଆଖିରେ ଲୁହ ଆଣିଦେବ ହୋକାଟୋଙ୍କ ସ୍ୱପ୍ନ-ସଙ୍ଘର୍ଷର କଥା

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ପୁରୁଷ ସଟ୍ ପୁଟ୍ ଏଫ୍ ୫୭ ଫାଇନାଲ୍ ଇଭେଣ୍ଟରେ ଭାରତକୁ ଭାରତକୁ କାଂସ୍ୟ। କାଂସ୍ୟ ପଦକ ଜିତିଛନ୍ତି ହୋକାଟୋ ହୋତୋଝେ ସେମା। ଷ୍ଟାଡ୍ ଡି ଫ୍ରାନ୍ସରେ ଅନୁଷ୍ଠିତ ଫାଇନାଲରେ…

ଆଜି ଟ୍ୱିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା; ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଜି ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା । ଆଜି ୨୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ…

Video; ଜଣାପଡ଼ିଲା କାରଣ, ଏହି କାରଣରୁ ଓଡ଼ିଶାରେ ବଜ୍ରପାତରେ ଚାଲିଯାଉଛି ଏତେ ଲୋକଙ୍କ ଜୀବନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣାପଡିଲା ସତ ବଜ୍ରପାତ ମୃତ୍ୟୁରେ କାହିଁକି ୧ନମ୍ବର ଓଡିଶା ? ଏତେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକେଇ ଆଗୁଆ ରହିଛି। ଓଡ଼ିଶାରେ ରହିଛି ଏମିତି ଏକ ଜିନିଷ ଯେଉଁ କାରଣରୁ ବାରମ୍ବାର ଘଟୁଛି…

ସୋସିଆଲ ମିଡିଆରେ ମନ ଜିଣୁଛି କୁନି ଗଣେଶଙ୍କ AI ନିର୍ମିତ ଫଟୋଚିତ୍ର; Wallpaper ରଖୁଛନ୍ତି ଅଧିକାଂଶ ଲୋକ

ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ଅଗ୍ରପୂଜ୍ୟ ଶ୍ରୀଗଣେଶ। ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଶ୍ରୀଗଣେଶଙ୍କୁ ନେଇ ଗଢ଼ି ଉଠିଛି। ଶ୍ରୀଗଣେଶ ହେଉଛନ୍ତି ଚଳନ୍ତି…