ବାପା ପଣିଆ ଆଉ କ’ଣ କି?; ପାରିବାରିକ ସମସ୍ୟା ପାଇଁ ୨ ବର୍ଷର ଝିଅକୁ ଧରି ବୁଲୁଛନ୍ତି ଜୋମାଟୋ ବୟ

ନୂଆଦିଲ୍ଲୀ: “ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା”। ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ। ତାହାର ଅନେକ ଉଦାହରଣ ଆମେ ଆଗରୁ ଦେଖିଛେ। ହେଲେ…

ନୂଆଁଖାଇ ଉପଲକ୍ଷେ ସ୍କୁଲ୍ ଛୁଟି ଘୋଷଣା; ସେପ୍ଟେମ୍ବର ୯ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଁଖାଇ ଉପଲକ୍ଷେ ସ୍କୁଲ୍ ଛୁଟି ଘୋଷଣା, ସେପ୍ଟେମ୍ବର ୯ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ପୂର୍ବରୁ ଅଗଷ୍ଟ ୨୯ ତାରିଖରେ,  ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ…

ପୁରୁଷ ହେଲେବି କେଉଁ ଦେବତା ସ୍ତ୍ରୀ ଭଳି କରନ୍ତି ଶୃଙ୍ଗାର?; ପୁତ୍ର କାମନା କରି ଏହି ଓଷା କରନ୍ତି ମହିଳା ଶ୍ରଦ୍ଧାଳୁ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏହି ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଯାଇ ଥାଏ। କେହି କେହି ତାଙ୍କୁ ଶକ୍ତି ଭାବରେ ପୂଜା ମଧ୍ୟ କରୁଛନ୍ତି। ତେବେ ସେ ହଉଛନ୍ତି ବୁଧ ଗ୍ରହ, ତାଙ୍କୁ ଅନେକ ସ୍ଥାନରେ ‘ବୁଧେଇ ଓଷା’ ଓ…

ୟୁଟ୍ୟୁବରେ ରିଲିଜ ହେଲା ଅର୍ଜୁନ କପୁରଙ୍କ ‘ଦ ଲେଡି କିଲର’; ୟୁଜର୍ସ କହିଲେ- ‘ଆଶ୍ଚର୍ଯ୍ୟଜନକ ଅପମାନ…’

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଭୂମି ପେଡନେକରଙ୍କ ୨୦୨୩ରେ ମୁକ୍ତିଲାଭ କରିଥିବା ବିପର୍ଯ୍ୟୟ ଚଳଚ୍ଚିତ୍ର 'ଦ ଲେଡି କିଲର୍' ପୁଣି ଥରେ ଧମାଲ ମଚାଇଛି। ଏଥର ସିନେମାଟି ପ୍ରେକ୍ଷାଳୟକୁ…

ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ମୁହଁ ଖୋଲିଲେ ନେତା

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନେତାମାନେ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି । ହରିୟାଣା କଂଗ୍ରେସ…

ପାକିସ୍ତାନ ଖେଳାଳିଙ୍କୁ ୪ ବର୍ଷ ପାଇଁ ନିଷିଦ୍ଧ; ଛଡ଼ାଇ ନିଆଗଲା ପଦକ, ଆଇଟିଏ ତଦନ୍ତ ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ପାକିସ୍ତାନର କୁସ୍ତିଯୋଦ୍ଧା ଅଲ୍ଲୀ ଅସଦ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଛନ୍ତି। କିନ୍ତୁ ଏବେ ସେ ଜଣେ ଆଥଲେଟଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରୁଥିବା ଔଷଧ ସେବନ ପାଇଁ ଦୋଷୀ…

ଗରୁଡ଼ ପୁରାଣରୁ ପଦେ ଅଧେ; ଅଧା ରଖନ୍ତୁନି ଏହି ସବୁ କାମ, ନଚେତ୍ ଆସିପରେ ଅକାଳ ମୃତ୍ୟୁ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ ମହାପୁରାଣର ମାନ୍ୟତା ଦିଆଯାଇଛି । ସାଧାରଣତଃ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ପରେ ଘରେ ଗରୁଡ଼ ପୁରାଣ ପାଠ କରାଯାଏ । ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା…

ବାସ୍ତୁ ପ୍ରଭାବ; ଆପଣଙ୍କ ଘରର ଏହି ସ୍ଥାନରେ ରଖନ୍ତୁ ଘଣ୍ଟା ଓ ମୋବାଇଲ୍, ହେବ ଧନର ବର୍ଷା

ଓଡ଼ିଶା ଭାସ୍କର: ଆମ ଓଡ଼ିଆରେ ଏକ ଲୋକ କଥା ଅଛି ମାନିଲେ ଠାକୁର, ନ ମାନିଲେ ପଥର । ସେଥିଲାଗି ତ କୁହାଯାଇଛି ବିଶ୍ଵାସେ ମିଳନ୍ତି ହରି । ଯଦି ଆମେ ଭଗବାନଙ୍କୁ ମାନୁଛେ ତେବେ ବେଦ-ଶାସ୍ତ୍ରକୁ ଆମେ ଅମାନ୍ୟ କରି ପାରିବା…

ସୁଭଦ୍ରା ଯୋଜନାକୁ ନେଇ ଗୃହରେ ସରଗରମ; ସବୁ ମହିଳାଙ୍କୁ ସାମିଲ କରାଯାଉ ନେଇ ଆଲୋଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ଗୃହରେ ସରଗରମ ଆଲୋଚନା। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବାଦ ପଡ଼ୁଛନ୍ତି ଲକ୍ଷ ଲକ୍ଷ ମହିଳା। ସବୁ ମହିଳାଙ୍କୁ ସାମିଲ…

ଛତିଶଗଡ଼ରେ ସଫଳ ହେଲା ମାଓ ବିରୋଧୀ ଅପରେସନ; ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଓ ବିଜାପୁର ଜିଲ୍ଲାରେ ଆଜି ସକାଳେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ସିଆରପିଏଫର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ତାରିଖ…