ଭୟଙ୍କର ପରିସ୍ଥିତି ଆଣିବ ସେପ୍ଟେମ୍ବର ମାସ; ଗ୍ରହଗଣନା କରି ଭବିଷ୍ୟବାଣୀ କଲେ ଜ୍ୟୋତିଷ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ମାସରେ…

ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା; ୨ ନାବାଳକଙ୍କ ସମେତ ୭ ଗିରଫ

ନୂଆଦିଲ୍ଲୀ: ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା। ହରିୟାଣାର ଚରଖୀ ଦାଦରି ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଦେଲେ ଗୋରକ୍ଷକ ଦଳ। ଏହି…

ଦେଶର କୃଷକମାନଙ୍କୁ ୭ଟି ବଡ଼ ଉପହାର ଦେଲେ କେନ୍ଦ୍ର ସରକାର; ଅଶ୍ୱିନୀ ବୈଷ୍ଣବ କହିଲେ- ଆୟ ବଢ଼ିବ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ…

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ; ୧୭ରୁ ଆରମ୍ଭ ହେବ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା  । ସୁଭଦ୍ରା ପୋର୍ଟାଲ-…

ଭୁବନେଶ୍ୱର: ପୁଅ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଘଟଣା, ବାପାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଅ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଘଟଣା । ପୁଅ ହତ୍ୟାକାରୀ ବାପାକୁ ଆଜୀବନ ଦଣ୍ଡାଦେଶ । ଦୋଷୀ ଦାଶରଥୀ ଟୁଡୁକୁ ଆଜୀବନ ଦଣ୍ଡ ଶୁଣାଇଲେ ଏଡିଜେ କୋର୍ଟ । ୨୦୧୯ରେ ମଞ୍ଚେଶ୍ୱର ଥାନା…

ପ୍ୟାରିସ୍ ପାରାଲିମ୍ପିକ୍ସରେ ଅଷ୍ଟମ ପଦକ ଜିତିଲା ଭାରତ; ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଲେ ଯୋଗେଶ କାଥୁନିଆ

ନୂଆଦିଲ୍ଲୀ: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ଅଷ୍ଟମ ପଦକ । ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଲେ ଯୋଗେଶ କାଥୁନିଆ । ପୁରୁଷ ଡିସ୍କସ୍ ଥ୍ରୋ ଏଫ୍ ୫୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଲେ ଯୋଗେଶ । ଯୋଗେଶ…

ନର୍ସଙ୍କୁ ୨୧ ବର୍ଷ ଧରି ଦୁଷ୍କର୍ମ କରୁଥିଲା ୫୯ ବର୍ଷୀୟ ଲ୍ୟାବ୍ ଟେକ୍ନିସିଆନ୍; ଅଭିଯୋଗ ପରେ ହେଲା ଗିରଫ

ଭଦୋହି: ଉତ୍ତରପ୍ରଦେଶର ଭଦୋହିରେ ଜଣେ ନର୍ସଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨୧ ବର୍ଷ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ସ୍ୱାସ୍ଥ୍ୟ ବିଭାଗରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାମ କରୁଥିବା ଜଣେ ୫୯ ବର୍ଷୀୟ…

ମୋଦୀ ସରକାରଙ୍କ ବିରୋଧରେ ପୁଣି ବଡ଼ ଆନ୍ଦୋଳନ ଆରମ୍ଭ କରିବେ କି କୃଷକ? ଶମ୍ଭୁ ସୀମାରେ ପହଞ୍ଚିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୨୦୦ ଦିନ ପୂରିଛି। ବିଭିନ୍ନ ଦାବି ନେଇ ବିକ୍ଷୋଭକାରୀମାନେ ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ସକାଳେ ସେଠାରେ…

ଶୂନ୍ୟକାଳରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶୂନ୍ୟକାଳରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା । ଅଢେଇ ମାସରେ ଛଅ ଜଣଙ୍କୁ ଦୁଷ୍କର୍ମ ହୋଇଛି । ନୂଆ ତଥା ବିଜେପି ସରକାର ଆସିବା ଦିନଠାରୁ ଆଇନ…

ସାରା ଓଡ଼ିଶାରେ ଯାଞ୍ଚ ହେବ ଛତୁଆର ମାନ; ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଛତୁଆ ମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ । ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୁରମା ପାଢ଼ୀ । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ…