[Video] ଭରତପୁର ଥାନା ବିବାଦ; ସାମ୍ନାକୁ ଆସିଲା ନୂଆ ଭିଡିଓ, ରାସ୍ତାରେ ମେଜର୍ ଓ ବାନ୍ଧବୀ-ରୋଡ୍ ରୋମିଓ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ଭିଡିଓ । ରାସ୍ତା ଉପରେ ମେଜରଙ୍କ ବାନ୍ଧବୀଙ୍କୁ ଟଣା ଓଟରା କରିଥିଲେ ରୋଡ୍ ରୋମିଓ । ମେଜରଙ୍କୁ ମାଡ଼ ମାରିବା ସହ…