ଏଣିକି ଥାଇଲାଣ୍ଡ ଭ୍ରମଣ ହେବ ମହଙ୍ଗା; ପର୍ଯ୍ୟଟନ ଟିକସ ଲଗାଇବେ ସରକାର, ଜାଣନ୍ତୁ କେତେ ହେବ ଖର୍ଚ୍ଚ
ନୂଆଦିଲ୍ଲୀ: ଯଦି ଆପଣ ଥାଇଲାଣ୍ଡ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ପକେଟକୁ ଟିକିଏ କୋହଳ କରିବାକୁ ପଡିପାରେ। ବାସ୍ତବରେ ଥାଇଲାଣ୍ଡ ସରକାର ପୁଣି ପର୍ଯ୍ୟଟନ ଟିକସ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।…