ରାଜନଗର: ଗାଁ ମଝିରେ କୁମ୍ଭୀର, ଲୋକେ ଭୟଭୀତ, କାବୁକରି ବନ ବିଭାଗକୁ ଦେଲେ ଖବର
ରାଜନଗର: ଗାଁ ଭିତରକୁ ପଶି ଆସିଲା କୁମ୍ଭୀର । କୁମ୍ଭୀରକୁ ଦେଖି ଲୋକେ ଭୟଭୀତ । ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର । କୁମ୍ଭୀରକୁ କାବୁ କରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି ଗ୍ରାମବାସୀ…