ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କରି ‘ଶ୍ରୀ ବିଜୟପୁରମ୍’ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ପୋର୍ଟବ୍ଲେୟାର ନାଁ ବଦଳି ହେଲା ‘ଶ୍ରୀ ବିଜୟପୁରମ୍’ । ନାଁ ପରିବର୍ତ୍ତନ ନେଇ ଏକ୍ସରେ ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହ । ଦେଶକୁ ଦାସତ୍ୱର…