କାନ ପାଖରେ ଶୁଭୁଛି କି ଗୁଣୁଗୁଣୁ ଶବ୍ଦ, ମନକୁ ଆସୁଛି କି ଜୀବନ ହାରିବାର ଇଛା? ସାଧରଣ ନୁହେଁ ଏସବୁ ଲକ୍ଷଣ, ଯୁବପିଢ଼ୀଙ୍କୁ ବ୍ୟାପୁଛି ଏହି…

ନୂଆଦିଲ୍ଲୀ:ଆଜି କାଲି ସମୟରେ ଏଭଳି ଗୋଟେ ପରେ ରୋଗ ହେଉଛି ଯାହା ବିଷୟରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସ୍କିଜୋଫ୍ରେନିଆ ହେଉଛି ଏକ ପ୍ରକାର କ୍ରନିକ ମାନସିକ ରୋଗ। ଏହି ରୋଗ ହେତୁ ଜଣେ ବ୍ୟକ୍ତି ଭାବିବା ଓ ବୁଝିବାର…

ଗୋଟିଏ ମଶା ଧୂପର ଧୂଆଁ ଶୁଙ୍ଘିବା ୧୦୦ଟି ସିଗାରେଟ୍ ଟାଣିବା ସହ ସମାନ; ଫୁସଫୁସ କର୍କଟ ପରି ହେଉଛି ଅନେକ ମାରାତ୍ମକ ରୋଗ

ନୂଆଦିଲ୍ଲୀ: ବର୍ଷାଦିନେ ବଢ଼ିବାରେ ଲାଗିଛି ମଶାଙ୍କ ସଂଖ୍ୟା। ଏହା ଡେଙ୍ଗୁ ଏବଂ ମ୍ୟାଲେରିଆର ଆଶଙ୍କା ବଢ଼ାଇଥାଏ । ବେଳେବେଳେ ମଶାର ଭୟ ଏତେ ବଢିଯାଏ ଯେ ଆମେ ରାତିରେ ମଧ୍ୟ ଶୋଇପାରିବେ ନାହିଁ । ଫଳସ୍ୱରୂପ, ମଶା…

Video; ଆମ୍ବରେ ମୋମୋସ୍ ତିଆରି କଲେ ବ୍ୟକ୍ତି, ନିଆରା ସ୍ୱାଦରେ ଲୋକଙ୍କ ମନ ମହୁଛି ଏହି ‘ମ୍ୟାଙ୍ଗୋ ମୋମୋସ୍’ 

ନୂଆଦିଲ୍ଲୀ: ବଜାରରେ ଦିନକୁ ଦିନ ବଢ଼ି ଚାଲିଛି 'ମୋମୋସ୍'ର ଚାହିଦା । ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିସାରିଲାଣି ଏହି ବିଦେଶୀ ବ୍ୟଞ୍ଜନ 'ମୋମୋସ୍' । 'ମୋମୋସ୍' ଭିତରେ ସବୁଠୁ ସ୍ୱାଦିଷ୍ଟ ତନ୍ଦୁରି ମୋମୋସ୍ ।…

ସେପ୍ଟେମ୍ବରରେ ଦେଶରେ ଆରମ୍ଭ ହେବ ଜନଗଣନା; ଲାଗିବ ପ୍ରାୟ ୧୮ ମାସ ସମୟ 

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଭାବକୁ ଦୂର କରିବାକୁ ଚାହୁଁଥିବା ବେଳେ ସେପ୍ଟେମ୍ବରରେ ଭାରତରେ ବହୁ ବିଳମ୍ବିତ ଜନସଂଖ୍ୟା…

ବର୍ଷାଦିନେ କାହିଁକି ପୁରୁଷଙ୍କ ଯୌନାଙ୍ଗରେ ହୋଇଥାଏ ଏହି ସମସ୍ୟା; ଅଣଦେଖା କଲେ ହୋଇପାରେ କ୍ୟାନସର୍

ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି…

କମଳା ହାରିସଙ୍କୁ ପ୍ରଶଂସା କଲେ ବାରାକ ଓବାମା; ଟ୍ରମ୍ପଙ୍କୁ କଲେ ସମାଲୋଚନା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚିକାଗୋରେ ଡେମୋକ୍ରାଟିକ୍ ପାର୍ଟିର ନ୍ୟାସନାଲ କନଭେନସନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିପଜ୍ଜନକ ବୋଲି କହିଥିଲେ। ମଙ୍ଗଳବାର ସେ ଉପରାଷ୍ଟ୍ରପତି କମଳା…

ପ୍ରବଳ ବର୍ଷା ପରେ ତ୍ରିପୁରାରେ ଭୂସ୍ଖଳନ; ୭ ମୃତ

ନୂଆଦିଲ୍ଲୀ: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ୩ ଜଣ ଅଛନ୍ତି । ତ୍ରିପୁରାର ୩ରୁ ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ତ୍ରିପୁରା ରାଜସ୍ୱ ବିଭାଗ…

କଇଁଚି ହଜିଯିବାରୁ ଏୟାରପୋର୍ଟ ହୁଲୁସ୍ତୁଲ; ୩୬ଟି ବିମାନ ବାତିଲ, ୨୦୧ଟି ବିଳମ୍ବ

ନୂଆଦିଲ୍ଲୀ: ବିମାନବନ୍ଦରର ବୋର୍ଡିଂ ଗେଟ୍ ନିକଟରେ ଥିବା ଏକ ଷ୍ଟୋରରେ ରଖାଯାଇଥିବା କଇଁଚି ହଜିଯିବାରୁ ୩୬ଟି ବିମାନ ବାତିଲ ହୋଇଥିବା ବେଳେ ୨୦୧ଟି ବିଳମ୍ବହୋଇଛି । ଫଳରେ ଶନିବାର ସକାଳେ ହୋକାଇଡୋର ନ୍ୟୁ ଚିଟୋଜ୍…

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ସୋସିଆଲ ମିଡିଆରୁ ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ନାମ, ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ବିବରଣୀ ହଟାଇବାକୁ ସୁପ୍ରିମ୍ କୋର୍ଟ…

ବଦଲାପୁର ଯୌନ ନିର୍ଯାତନା ମାମଲା; ରେଳ ଧାରଣାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କଲା ପୋଲିସ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ବଦଲାପୁରର ଏକ ସ୍କୁଲରେ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ପ୍ରତିବାଦରେ ଟ୍ରେନ୍ ଅବରୋଧ କରିଥିବା ଲୋକଙ୍କୁ ହଟାଇବା ପାଇଁ ଲାଠିଚାଳନା କରିଛି ପୋଲିସ । ବିକ୍ଷୋଭକାରୀମାନେ…