ସୋସିଆଲ ମିଡିଆରେ ମନ ଜିଣୁଛି କୁନି ଗଣେଶଙ୍କ AI ନିର୍ମିତ ଫଟୋଚିତ୍ର; Wallpaper ରଖୁଛନ୍ତି ଅଧିକାଂଶ ଲୋକ
ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ଅଗ୍ରପୂଜ୍ୟ ଶ୍ରୀଗଣେଶ। ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଶ୍ରୀଗଣେଶଙ୍କୁ ନେଇ ଗଢ଼ି ଉଠିଛି। ଶ୍ରୀଗଣେଶ ହେଉଛନ୍ତି ଚଳନ୍ତି…