Video; ଆଶ୍ଚର୍ଯ୍ୟ ହେଲେ ବି ସତ! ମା’ ମଶାଣି ଚଣ୍ଡୀଙ୍କ ନିକଟରେ ଘଣ୍ଟ ବାଜିବା ମାତ୍ରେ କୁକୁର ପକାନ୍ତି ହୁଳହୁଳି

ପୁରୀ: (ଓଡ଼ିଶା ଭାସ୍କର) ମଶାଣି ଚଣ୍ଡୀ ମନ୍ଦିରରେ କୁକୁର ପକାଉଛନ୍ତି ହୁଳ ହୁଳି। ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଅବିଶ୍ୱସନୀୟ ଭଳି ମନେ ହେଉଛି । ସାଧାରଣତଃ ଘଣ୍ଟ ବାଜିଲେ ଆଳତୀ ହେଲା ବେଳେ କୁକୁର ମାନେ ଉପରକୁ…

ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ; ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ । ଆଗକୁ ମଧ୍ୟ ଉତ୍ତରପ୍ରଦେଶରୁ ଆଳୁ ଆସିବ । ପଶ୍ଚିମବଙ୍ଗରୁ ଆଳୁ ଆସିବା ଧୀରେ ଧୀରେ ବନ୍ଦ ହେବ । ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ରଙ୍କ ସୂଚନା ।…

ଋଣ ସୁଧ ହାର ବୃଦ୍ଧି: ଅଗଷ୍ଟ ଆରମ୍ଭରେ ଝଟ୍‌କା ଦେଲା ଏହି ସରକାରୀ ବ୍ୟାଙ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ EMI

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଗଷ୍ଟ ପହିଲାରେ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସ୍ଡ ଲେଣ୍ଡିଂ ରେଟ୍ (ଏମ୍ସିଏଲ୍ଆର୍)କୁ ୫ ବେସିସ୍ ପଏଣ୍ଟ୍ ଅର୍ଥାତ୍ ୦.୦୫…

କୋଟା ପାଇଁ ଅନୁସୂଚିତ ଜାତି, ଜନଜାତିର ଉପବର୍ଗୀକରଣ କ’ଣ? କାହିଁକି ଏହାର ପୁନର୍ବିଚାର କରିଛନ୍ତି ସୁପ୍ରିମ୍ କୋର୍ଟ?

ନୂଆଦିଲ୍ଲୀ: ସଂରକ୍ଷଣ ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ଉପବର୍ଗୀକରଣ ହୋଇପାରିବ ନାହିଁ ବୋଲି କହି ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟ ମାମଲାରେ ୨୦୦୪ରେ ଦିଆଯାଇଥିବା ରାୟକୁ ସୁପ୍ରିମ୍ କୋର୍ଟ ଗୁରୁବାର…

ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ; ମିଲିଲା ୧୦ ଡିସିମିଲ୍ ଲେଖାଏଁ ଜମିର ପଟ୍ଟା

ସମ୍ୱଲପୁର: (ଓଡ଼ିଶା ଭାସ୍କର) ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ୨ଟି ଗାଁକୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ ।…

ପ୍ରଥମ ଥର ପାଇଁ ୨୫,୦୦୦ ପାର୍ ହେଲା ନିଫ୍ଟି; କୋଲ୍ ଇଣ୍ଡିଆ, ଓଏନ୍‌ଜିସି ଓ ଏନ୍‌ଟିପିସି ସେୟାରରେ ପ୍ରବଳ କ୍ରୟ

ମୁମ୍ୱାଇ: ଅଗଷ୍ଟ ମାସର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ପାଲଟିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୫,୦୦୦ ଅତିକ୍ରମ କରିବାରେ ସଫଳ…

ଜୀବନରେ ବାରମ୍ବାର ଅସୁବିଧା ଆସୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଓଡିଶା ଭାସ୍କର: ମଙ୍ଗଳବାର କରନ୍ତୁ ଏହି ଉପାୟ ଦୂର ହେବ ଆପଣଙ୍କ ସବୁ ସମସ୍ୟା । ବଜରଙ୍ଗବାଲୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିକୁ ସୁଧାରିବାକୁ ମଙ୍ଗଳବାର ଦିନ ହନୁମାନଙ୍କର ଏହି ମନ୍ତ୍ରକୁ ୨୧…

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି; ତଥାପି ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିମଧ୍ୟରୁ ପୁରୁଣା ରାଜେନ୍ଦ୍ର ନଗର ମଧ୍ୟ ରହିଛି, ଯେଉଁଠାରେ ଗତ ସପ୍ତାହରେ ବର୍ଷା ପରେ…

Video; ଗର୍ଭବତୀ ମହିଳାଙ୍କ ଭଳି କଷ୍ଟ ଅନୁଭବ କରିବା ପାଇଁ ପେଟ-ଛାତିରେ ତରଭୁଜ ରଖି ଦିନଚର୍ଯ୍ୟା କରିଲେ ଯୁବକ

ନୂଆଦିଲ୍ଲୀ: ଗର୍ଭାବସ୍ଥାରେ ମହିଳାମାନଙ୍କର ଅନେକ ସମସ୍ୟା ଥାଏ, ତେଣୁ ସେମାନେ ସମସ୍ତ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଅଧିକାଂଶ ମହିଳା ଗର୍ଭାବସ୍ଥା ଜନିତ ସମସ୍ୟା ଭାବରେ ଏହି ସମସ୍ୟାକୁ ଅଣଦେଖା…

ବର୍ଷା ଯୋଗୁଁ ବିଧାନସଭାରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି; ଅନ୍ୟ ଗେଟ୍ ଦେଇ ଗଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ବର୍ଷା ଦାଉରୁ ଟିକିଏ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବିଧାନସଭାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…