ସ୍କୁଲକୁ ବନ୍ଧୁକ ଆଣି ଗୁଳି ଲୁଚାଇଲେ ନର୍ସରୀ ଛାତ୍ର; ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

ପାଟନା: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନର୍ସରୀ କ୍ଲାସରେ ପଢୁଥିବା ଜଣେ ଛାତ୍ର ସ୍କୁଲ ବ୍ୟାଗରୁ ପିସ୍ତଲ ବାହାର କରି ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରକୁ ଗୁଳି କରିଛି । ଗୁଳିଟି ପିଲାଟିର…

ପୂଜା ଖେଡକରଙ୍କ ଉପରେ UPSCର ବଡ଼ କାର୍ଯ୍ୟାନୁଷ୍ଠାନ; ନିଯୁକ୍ତି ଓ ପରୀକ୍ଷା ଦେବା ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିବାଦଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ୟୁପିଏସସି । ଏବେ ସେ ଆଇଏଏସ୍ ହେବେ ନାହିଁ। ୟୁପିଏସସି ପୂଜା ଖେଡକରଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ…

ଅଗଷ୍ଟ ୨ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ; ୧ ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଗଷ୍ଟ ୨ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ । ୧ରେ ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ଢେଙ୍କାନାଳ, କଟକ,…

ପ୍ୟାରିସ୍ ଅଲିମ୍ପିକ୍ସ: ବିଶ୍ୱର ଚତୁର୍ଥ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଲେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ : ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଜୋନାଟନ୍ କ୍ରିଷ୍ଟିଙ୍କୁ ୨୧-୧୮, ୨୧-୧୨ରେ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛନ୍ତି । ବିଡବ୍ଲ୍ୟୁଏଫ୍…

INDvsSL; ଶୁଭମନଙ୍କ ପରେ ପରାଗ-ସୁନ୍ଦରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ, ଶ୍ରୀଲଙ୍କାକୁ ଦେଲେ ୧୩୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୩୮ ରନର ଟାର୍ଗେଟ ରଖିଛି । ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପରେ ଭାରତୀୟ…

ଭୁବନେଶ୍ୱର ଏମ୍‌‌ସ୍‌ରେ ବଢ଼ୁଛି ମୁଣ୍ଡ-ଗଳା କର୍କଟ ରୋଗୀଙ୍କ ସଂଖ୍ୟା; ବର୍ଷକୁ ହେଉଛି ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଅସ୍ତ୍ରୋପଚାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦…

ଧର୍ମ ପରିବର୍ତ୍ତନ ଆଇନରେ ପରିବର୍ତ୍ତନ କଲେ ସରକାର; ଏଣିକି ହେବ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୟୁପି ବିଧାନସଭାରେ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪ ପାରିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର। ଏହି ବିଲ୍ ଜରିଆରେ ସରକାର ବଳପୂର୍ବକ ଧର୍ମପରିବର୍ତ୍ତନ ପାଇଁ ଆଜୀବନ…

ପିତୃ-ମାତୃ ଦିବସ ଅବସରରେ ‘ଜୟ ମହାକାଳ ଫାଉଣ୍ଡେସନ’ ତରଫରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: (ଓଡ଼ିଶା ଭାସ୍କର) କାର୍ଯ୍ୟକ୍ରମ "ଗଛଟିଏ" । ଗଛଟିଏ ପିତାମାତାଙ୍କ ଉଦ୍ଦେଶ୍ୟରେ। ପିତୃମାତୃ ଦିବସ ଅବସରରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।…

Video; ଦୁଇଟି ମୁଣ୍ଡ ଥିବା ବିରଳ କଇଁଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଆଗରୁ କେବଳ ଗୋଟିଏ ମୁଣ୍ଡ ଥିବା କଇଁଛ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଦୁଇ ମୁଣ୍ଡ ବିଶିଷ୍ଟ କଇଁଛ ଦେଖାଇବାକୁ ଯାଉଛୁ । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ…

କ୍ରିକେଟ୍ ଜଗତରେ ଇତିହାସ ରଚିଲେ ରସିଦ ଖାନ୍; ମାତ୍ର ୨୫ ବର୍ଷ ବୟସରେ ୬୦୦ଟି ଟି-୨୦ ୱିକେଟ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରସିଦ ଖାନ୍ ଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରେ ଗଣା ଯାଏ। ବିଶେଷ କରି ଟି-୨୦ ଫର୍ମାଟରେ ରସିଦ ଖାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ରସିଦ୍ ଖାନ୍ ନିଜର ଗୁଗଲି ଏବଂ ଭେରିଏସନ୍…