ଶ୍ୱଶୁର ଘରେ ଶ୍ୱଶୁରକୁ ପିଟିପିଟି ମାରିଦେଲା ଜ୍ୱାଇଁ; ସ୍ତ୍ରୀକୁ ପିଟୁଥିବା ବେଳେ ମଝିରେ ଶ୍ୱଶୁର ଆସିବାରୁ…

କଟକ: (ଓଡ଼ିଶା ଭାସ୍କର) ସିମିଳିପୁର ଗାଁରେ ଅଭବନୀୟ ଘଟଣା । ଜ୍ୱାଇଁର ଉନ୍ମତ୍ତକାଣ୍ଡ, ଶ୍ୱଶୁର ଘରେ ଶ୍ୱଶୁରକୁ ପିଟିପିଟି ମାରିଦେଲା ଜ୍ୱାଇଁ । ଅଭିଯୁକ୍ତ ଜ୍ୱାଇଁ ଥାନାରେ ଅଟକ । ଶାଶୁ ଘରେ ନିର୍ଯାତିତ ଅଭିଯୋଗ କରି…

Video; ବାଦକଙ୍କ ସହ ତାଳ ଦେଇ ଶୁଣ୍ଢରେ ବାଜା ବଜାଇଲା ହାତୀ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ହାତୀ । ବୈଜ୍ଞାନିକମାନେ ହାତୀର ବୁଦ୍ଧିକୁ ସବୁବେଳେ ତାରିଫ୍ କରନ୍ତି । ମନେ ପଡ଼େ ପିଲା ଦିନର ଗୀତ “ଝୁଲରେ ହାତୀ ଝୁଲ୍ ବା ପାଣି ଖାଇ ଫୁଲ୍”, ଯେଉଁ ଗୀତରେ…

BIG BREAKING…ବିଧାନସଭାରେ ପାରିତ ହେଲା ଲଭ୍ ଜିହାଦ ବିଲ୍; ଜାମିନ୍ ପାଇଁ ରହିଛି ତମାମ୍ ସର୍ତ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ ବିଲ୍ ପାରିତ ହୋଇଛି । ବଳପୂର୍ବକ ଧର୍ମପରିବର୍ତ୍ତନ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଜାମିନ ମିଳିବା ହେବ କଷ୍ଟ । ଜାମିନ ପାଇବା ପାଇଁ ରହିଛି ତମାମ…

ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା, ଅବଶିଷ୍ଟ ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି; ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ରାଜ୍ୟରେ ମୋଟ ୫୯,୯୭୧ ଗାଁ ଥିବା ବେଳେ ସେଥିରୁ ୫୧,୬୭୧ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ…

ପାକିସ୍ତାନରେ ୩୦ ଏକର ଜମିକୁ ନେଇ ସାମ୍ପ୍ରଦାୟିକ ହିଂସା, ୪୩ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖ୍ତୁନଖୱାର କୁରମ ଜିଲ୍ଲାରେ ଜମି ବିବାଦରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୁରାମର ପାରା ଚିନାର୍ ର ଉପାନ୍ତ ଅଞ୍ଚଳ ବୁସେହରାରେ। ଏହି ବିବାଦର କେନ୍ଦ୍ରବିନ୍ଦୁରେ ରହିଛି…

ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ ବିୟରରେ ଅଭିଷେକ କରିଲେ ଦୁର୍ବୃତ୍ତ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ଗୋଟେପଟେ ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ସେପଟେ ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ…

Video; ଭାରତ-ପାକିସ୍ତାନ ସୀମାରେ ମୁହାଁମୁହିଁ ହେଲେ ଦୁଇ ହରିଣ, ହାର ମାନିଲା ପାକିସ୍ତାନୀ ହରିଣ

ନୂଆଦିଲ୍ଲୀ: ଯେତେବେଳେ ଭାରତ ପାକିସ୍ତାନ କଥା ଆସେ, ଯାହା ବି ହେଉ ନା କାହିଁକି, ଜାଣିବାକୁ ଉତ୍କଣ୍ଠା ହୋଇଯାଏ । ପାକିସ୍ତାନ ସୀମାରେ ଭାରତ, ଦୁଇ ଦେଶର ସୈନିକମାନେ ପରସ୍ପର ଆମ୍ନାସାମ୍ନା କରୁଥିବା ଦେଖିଥିବେ, କିନ୍ତୁ…

ସାଇକେଲ୍ ରଖିବାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ଅନୁଗୁଳ: (ଓଡ଼ିଶା ଭାସ୍କର) ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଅନୁଗୁଳ ସରକାରୀ ହାଇସ୍କୁଲର ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାଇକେଲ୍ ରଖିବାକୁ ନେଇ ପୂର୍ବ ଝଗଡ଼ାରୁ ଧାରୁଆ…

ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ

ମୁମ୍ୱାଇ: ପତଞ୍ଜଳି ଆୟୁର୍ବେଦ ଉପରେ ବମ୍ବେ ହାଇକୋର୍ଟ ୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ବମ୍ବେ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ବମ୍ବେ…

ସୂର୍ଯ୍ୟପରାଗ ୨୦୨୪; ଏହି ଦିନ ପଡ଼ୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ନୂଆଦିଲ୍ଲୀ:  ଏପ୍ରିଲ ୮ ତାରିଖରେ ହୋଇଥିଲା ୨୦୨୪ ମସିହାର ପ୍ରଥମ ସୂର୍ଯ୍ୟପରାଗ। ଏବେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ମାସରେ ହେବାକୁ ଯାଉଛି । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ଏକ ଜ୍ୟୋତିର୍ବିଜ୍ଞାନୀ…