ସେପ୍ଟେମ୍ବରରେ ଦେଶରେ ଆରମ୍ଭ ହେବ ଜନଗଣନା; ଲାଗିବ ପ୍ରାୟ ୧୮ ମାସ ସମୟ 

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଭାବକୁ ଦୂର କରିବାକୁ ଚାହୁଁଥିବା ବେଳେ ସେପ୍ଟେମ୍ବରରେ ଭାରତରେ ବହୁ ବିଳମ୍ବିତ ଜନସଂଖ୍ୟା…

ବର୍ଷାଦିନେ କାହିଁକି ପୁରୁଷଙ୍କ ଯୌନାଙ୍ଗରେ ହୋଇଥାଏ ଏହି ସମସ୍ୟା; ଅଣଦେଖା କଲେ ହୋଇପାରେ କ୍ୟାନସର୍

ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି…

କମଳା ହାରିସଙ୍କୁ ପ୍ରଶଂସା କଲେ ବାରାକ ଓବାମା; ଟ୍ରମ୍ପଙ୍କୁ କଲେ ସମାଲୋଚନା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚିକାଗୋରେ ଡେମୋକ୍ରାଟିକ୍ ପାର୍ଟିର ନ୍ୟାସନାଲ କନଭେନସନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିପଜ୍ଜନକ ବୋଲି କହିଥିଲେ। ମଙ୍ଗଳବାର ସେ ଉପରାଷ୍ଟ୍ରପତି କମଳା…

ପ୍ରବଳ ବର୍ଷା ପରେ ତ୍ରିପୁରାରେ ଭୂସ୍ଖଳନ; ୭ ମୃତ

ନୂଆଦିଲ୍ଲୀ: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ୩ ଜଣ ଅଛନ୍ତି । ତ୍ରିପୁରାର ୩ରୁ ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ତ୍ରିପୁରା ରାଜସ୍ୱ ବିଭାଗ…

କଇଁଚି ହଜିଯିବାରୁ ଏୟାରପୋର୍ଟ ହୁଲୁସ୍ତୁଲ; ୩୬ଟି ବିମାନ ବାତିଲ, ୨୦୧ଟି ବିଳମ୍ବ

ନୂଆଦିଲ୍ଲୀ: ବିମାନବନ୍ଦରର ବୋର୍ଡିଂ ଗେଟ୍ ନିକଟରେ ଥିବା ଏକ ଷ୍ଟୋରରେ ରଖାଯାଇଥିବା କଇଁଚି ହଜିଯିବାରୁ ୩୬ଟି ବିମାନ ବାତିଲ ହୋଇଥିବା ବେଳେ ୨୦୧ଟି ବିଳମ୍ବହୋଇଛି । ଫଳରେ ଶନିବାର ସକାଳେ ହୋକାଇଡୋର ନ୍ୟୁ ଚିଟୋଜ୍…

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ସୋସିଆଲ ମିଡିଆରୁ ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ନାମ, ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ବିବରଣୀ ହଟାଇବାକୁ ସୁପ୍ରିମ୍ କୋର୍ଟ…

ବଦଲାପୁର ଯୌନ ନିର୍ଯାତନା ମାମଲା; ରେଳ ଧାରଣାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କଲା ପୋଲିସ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ବଦଲାପୁରର ଏକ ସ୍କୁଲରେ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ପ୍ରତିବାଦରେ ଟ୍ରେନ୍ ଅବରୋଧ କରିଥିବା ଲୋକଙ୍କୁ ହଟାଇବା ପାଇଁ ଲାଠିଚାଳନା କରିଛି ପୋଲିସ । ବିକ୍ଷୋଭକାରୀମାନେ…

+୨ ପରୀକ୍ଷା ପାଇଁ ବଦଳିଲା Question Pattern; ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ହେବ ଲାଗୁ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ । ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା କୋଶ୍ଚିନ…

ମଙ୍କିପକ୍ସକୁ କୋଭିଡ୍ ସହ ତୁଳନା କରିବା ନେଇ କ’ଣ କହୁଛନ୍ତି ଡବ୍ଲ୍ୟୁଏଚ୍ଓ ବିଶେଷଜ୍ଞ?

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ମଙ୍କିପକ୍ସ ଏକ "ନୂତନ କୋଭିଡ" ନୁହେଁ କାରଣ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ବିଷୟରେ ସୂଚନା ରହିଛି । ଡବ୍ଲ୍ୟୁଏଚ୍ଓର ୟୁରୋପ…

Video; ମଣିଷ ପଣିଆ ଆଉ କ’ଣ କି, ବସ୍ ଷ୍ଟପ୍‌ରେ ଚିରିଗଲା ଯୁବତୀଙ୍କ ପୋଷାକ, ନିଜ ପିନ୍ଧା ଲୁଙ୍ଗି ଦେଇ ମାନ ରକ୍ଷା କଲେ ଚାଷୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିର ସମାଜକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇଯାଉଛି, ଯେ କେଉଁ ସ୍ଥରକୁ ମଣିଷଙ୍କ ଚିନ୍ତାଧାରା ଗଲାଣି । ଦିଲ୍ଲୀର ନିର୍ଭୟା ହତ୍ୟାକାଣ୍ଡ, କୋଲକାତାର ଟ୍ରେନି ଡାକ୍ତରଙ୍କୁ…