Video; ଦେଶ ଦେଖିଲା ଭକ୍ତି-ଭାଇଚାରାର ଭିନ୍ନ ଉଦାହରଣ, ପାଣି ଭାର ନେଇ ଏକାଠି ଗଲେ ହିନ୍ଦୁ-ମୁସଲମାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ବାବା ଭୋଲେଙ୍କ ଭକ୍ତିରେ ହରିଦ୍ୱାର ଯାଉଥିବା ହଜାର ହଜାର କାଉଡ଼ିଆ ବାଟରେ ଅଛନ୍ତି ।…

କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ; କହିଲେ, ଏହା ‘କୁର୍ସୀ ବଚାଓ’ ବଜେଟ୍…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାଧାରଣ ବଜେଟକୁ 'କୁର୍ସୀ ବଚାଓ' ବଜେଟ୍ ବୋଲି କହିଛନ୍ତି । ଏହି ବଜେଟ୍ ସହଯୋଗୀ ଦଳର ତୁଷ୍ଟୀକରଣ ବଜେଟ୍ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେମାନେ…

ବଜେଟ୍- ୨୦୨୪: ପ୍ରାରମ୍ଭିକ ହ୍ରାସ ପରେ ସୁଧାରିଲା ଷ୍ଟକ ବଜାର

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ପରେ ସେୟାର ବଜାରରେ ହ୍ରାସ ଘଟିଥିଲେ ହେଁ ଏହାର କିଛି ସମୟ ପରେ ବଜାରରେ ସୁଧାର ଦେଖିବାକୁ ମିଳିଥିଲା । ବଜେଟ୍ ଭାଷଣ ଶେଷ ହେବା ମାତ୍ରେ ସେନ୍ସେକ୍ସ…

Free Internet: ବଜେଟ୍ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍, ସମସ୍ତଙ୍କୁ ମାଗଣାରେ ମିଳିବ ଇଣ୍ଟରନେଟ୍!

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇ ୨୦୨୪ରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦେଖିବାକୁ ଗଲେ ଏକ ମାସ ପୂର୍ବରୁ ଅର୍ଥାତ୍ ଜୁନ୍ ୨୦୨୪ ଶେଷ ସପ୍ତାହରେ ଦେଶର ତିନୋଟି ଟେଲିକମ୍ କମ୍ପାନୀ…

ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ; ଗୋବିନ୍ଦ ଚନ୍ଦ୍ର ଦାସ ଉପମୁଖ୍ୟ ସଚେତକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ ନିଯୁକ୍ତ । ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ । ରେମୁଣା ବିଧାୟକ…

ଆଇଏନଏସ ବ୍ରହ୍ମପୁତ୍ରରେ ଭୟାବହ ଅଗ୍ନିକାଣ୍ଡ; ବ୍ୟାପକ କ୍ଷତି, ଜଣେ ନାବିକ ନିଖୋଜ

ନୂଆଦିଲ୍ଲୀ: ଯୁଦ୍ଧ ଜାହାଜ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗିଯିବା ପରେ ଏହାର ଅନେକ କ୍ଷତି ହୋଇଛି । ଏହି ଘଟଣା ପରଠାରୁ ଜଣେ ନାବିକ ନିଖୋଜ ଅଛନ୍ତି। ସୋମବାର ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୌସେନା…

Scam Alert: ଏଭଳି ମେସେଜ୍ ଆସୁଥିଲେ ସାବଧାନ, ନଚେତ୍ ହୋଇପାରନ୍ତି ଠକେଇର ଶିକାର

ମୁମ୍ୱାଇ: ସାଧାରଣତଃ ଦିନସାରା ୟୁଜର୍ସଙ୍କ ଫୋନରେ ଶହ ଶହ ମେସେଜ ଆସିଥାଏ । ଏହି କାରଣରୁ ଫୋନରେ ଥିବା ଇନବକ୍ସ ପୂରା ହୋଇଯାଏ । ଅନେକ ସମୟରେ କେଉଁଠି ବ୍ୟସ୍ତ ରହିବା କାରଣରୁ ଲୋକମାନେ ମେସେଜ୍ ଦେଖି ପାରନ୍ତି ନାହିଁ…

ଅଭିଜିତ, ତମେ ମୋ ପ୍ରେମକୁ ବୁଝି ପାରିଲନି…, ୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି ନଦୀକୁ ଡେଇଁପଡ଼ିଲେ ଯୁବତୀ

ପାଟନା: ବିହାରର ମଧୁବନୀରେ ଜଣେ ୧୮ ବର୍ଷୀୟା ନାବାଳିକା ନଦୀକୁ ଡେଇଁ ଜୀବନ ହାରିଦେଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ନାବାଳିକା ଜଣଙ୍କ ଏକ ସୁଇସାଇଡ୍ ନୋଟ୍ ଓ ମୋବାଇଲ୍ ଫୋନ୍ ଛାଡ଼ି ଯାଇଥିଲେ। ସୁଇସାଇଡ୍ ନୋଟ୍…

Video; ସର୍କସ ମଝିରେ ପ୍ରଶିକ୍ଷକଙ୍କୁ ଝୁଣି ପକାଇଲା ଭାଲୁ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: କିଛି ବନ୍ୟଜନ୍ତୁଙ୍କୁ ତାଲିମ ଦେଇ ସର୍କସକୁ ଅଣାଯାଏ । ହେଲେ ପଶୁମାନେ ଆକ୍ରମଣ କରିବେ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। କଥାରେ ଅଛି ଦାନ୍ତ, ନଖ ଓ ସିଙ୍ଘ ଥିବା ପ୍ରାଣୀଙ୍କୁ ବିଶ୍ୱାଷ କରିବା କଥା…

ମମତା ବାନାର୍ଜୀଙ୍କୁ ବିଜେପିର ପ୍ରଶ୍ନ ବାଣ- ଆପଣ ଭାରତକୁ ବିଖଣ୍ଡିତ କରିବାକୁ ଚାହୁଁଛନ୍ତି କି?

କୋଲକାତା: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗରେ ହିଂସା କାଣ୍ଡ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ "ମମତା…