ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର; ଟର୍ଚ୍ଚ ଧରି ଖୋଜୁଛନ୍ତି ସମ୍ପର୍କୀୟ-ଗ୍ରାମବାସୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ପଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗାଁରେ ଘଟିଛି ଏଭଳି ଅଭବନୀୟ ଘଟଣା । ବାସନ ମାଜିବା ସମୟରେ ଟାଣିନେଇଛି କୁମ୍ଭୀର । ନଦୀ…

ଯାହା ଡ଼ର ଥିଲା ସେୟା ହେଲା; ନୂଆ ଆଇନରେ ଅପ୍ରାକୃତିକ ଯୌନ ସମ୍ପର୍କିତ ମାମଲାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପୋଲିସ, ହାଇକୋର୍ଟ ଗଲା ମାମଲା

ନୂଆଦିଲ୍ଲୀ: ଅପ୍ରାକୃତିକ ଯୌନ ସମ୍ପର୍କିତ ଅପରାଧ ପାଇଁ ନୂତନ ଦଣ୍ଡବିଧାନ ଆଇନ 'ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍' (ବିଏନ୍ଏସ୍)ରେ ବ୍ୟବସ୍ଥାକୁ ବାଦ୍ ଦିଆଯାିଛି। ବର୍ତ୍ତମାନ ଏଭଳି ଏକ ମାମଲା ଉପରେ ଶୁଣାଣି କରିବାକୁ…

Video; ଗେରୁଆ ହୋଇଗଲା ଢ଼ାକା ସହର, ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, ଥରି ଉଠୁଛି ବାଂଲାଦେଶ…

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ,…

ସେଖ୍ ହସିନାଙ୍କ ପ୍ରିୟ ବିଲେଇକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଲା ଲୁଟିଥିବା ବିକ୍ଷୋଭକାରୀ

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା କାଣ୍ଡ ପରେ ସେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ିଥିଲେ । ବାଂଲାଦେଶ ଛାଡ଼ିବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ସରକାରୀ ବାସଭବନ ଗଣଭବନକୁ…

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଗିରଫହେଲା ଅଭିଯୁକ୍ତ, ପୋଲିସକୁ କହିଲା- ‘ମୋତେ ଫାଶୀ ଦିଅ…’

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ତାଙ୍କ ନାମ ସଂଜୟ ରାୟ, ଯିଏ କି…

ସହିଦ ଯବାନଙ୍କ ପେନସନ ପାଇବାର ଅଧିକାର କାହାର? ସଂସଦରେ ସ୍ପଷ୍ଟ କରିଲେ ସରକାର…

ନୂଆଦିଲ୍ଲୀ: ସହିଦ ହୋଇଥିବା ଯବାନଙ୍କ ପରିବାରରେ କିଏ ପାଉଛନ୍ତି ପେନସନ ? କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାର ଅଗଷ୍ଟ ୯ ତାରିଖ ଶୁକ୍ରବାର ସଂସଦରେ ଜଣାଇଛନ୍ତି। ସହିଦଙ୍କ ପତ୍ନୀ…

Video; ହଠାତ୍ ପୁରୀ ସମୁଦ୍ରରେ ଲାଗିଲା ୫ ଯୁଦ୍ଧ ଜାହାଜ, ସାଇରନ୍ ଶୁଣି ଭୟରେ ଦୌଡ଼ି ପଳାଇଗଲେ ପର୍ଯ୍ୟଟକ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ରରେ ବିରାଟ ବିରାଟ ଯୁଦ୍ଧ ଯାହାଜ ଦେଖି ସବୁ ଭୟରେ। ଜଗନ୍ନାଇ ଧାମରେ ଲାଗିଲା ଭାରତୀୟ ନୌସେନାର ଯାହାଜ। ଭୟରେ ସମୁଦ୍ର ବହାରକୁ ଚାଲି ଆସିଲେ ପର୍ଯ୍ୟଟକ। କଣ ପାଇଁ ଆସିଛି କେହି…

ଫଟୋ କହୁଛି କଥା; ମଥାରେ ରକ୍ତ ଭିଜା ସିନ୍ଦୂର, ମାଟି କାମୁଡ଼ି ପଡ଼ିଛି ମରଦ, ଦରଦ ଭରା ଚାହାଣୀ…

ଓଡ଼ିଶା ଭାସ୍କର: ଜଳୁଛି ବାଂଲାଦେଶ, ପ୍ରତାରିତ ହେଉଛନ୍ତି ସଂଖ୍ୟାଲଘୁ । ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପରେ ଗାଦିଚ୍ୟୁତ ହୋଇ ଭାରତରେ ଶରଣ ନେଲେ ବାଂଲାଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା…

ଗାଜାରେ ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଗାଜାରେ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ, ୧୦୦ରୁ ଅଧିକ ମୃତ। ହାମାସର ବେସାମରିକ ପ୍ରତିରକ୍ଷା ଏଜେନ୍ସି କହିଛି ଯେ ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ର ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ…

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍; ଉଭୟ ଜୀବିତ ଉଦ୍ଧାର

କଟକ: (ଓଡ଼ିଶା ଭାସ୍କର) କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍ । ଉଭୟ ଜୀବିତ ଉଦ୍ଧାର ହୋଇଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୋଲିସ । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି…