Breaking News ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ Sunil Kumar Aug 7, 2024 ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିଛି ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଇରାନ ସହ ସମ୍ପର୍କ ରଖିଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ…
Breaking News Video; ଆତଙ୍କ-ଭୟ ଭିତରେ ଭାଇଚାରା, ହିନ୍ଦୁମାନଙ୍କୁ ସୁରକ୍ଷା ଦେଲେ ମୁସଲମାନ ଗୋଷ୍ଠୀ- ‘ଡରନି ଆମେ ଅଛୁ…’ Sunil Kumar Aug 7, 2024 ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ, ଯୋଉଠି ଦେଖିବ ହିଂସା ଆଉ ବିରୋଧାଚରଣ । ବିକ୍ଷୋଭର ଏ ଉଗ୍ର ରୂପ ସମ୍ପୂର୍ଣ୍ଣ ଦେଶଟାକୁ ଛାରଖାର କରିସାରିଲାଣି । କିଏ କାହାକୁ ଲୁଟୁଛି ତ କିଏ କାହାକୁ ମାରୁଛି । ଏହାରି ଭିତରେ ଆସିଛି ଆଉ…
Breaking News ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ହାସନ ମହମ୍ମଦ ଦେଶ ଛାଡ଼ିବା ବେଳେ ବିମାନବନ୍ଦରରେ ଅଟକ ରଖିଲା ପୋଲିସ Sunil Kumar Aug 6, 2024 ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଆୱାମୀ ଲିଗ୍ ର ଯୁଗ୍ମ ସାଧାରଣ ସମ୍ପାଦକ ହାସନ ମହମ୍ମଦଙ୍କୁ ହଜରତ ଶାହ ଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଛି । ହାସନ ମହମ୍ମଦ ଦେଶ ଛାଡିବାକୁ…
Breaking News ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରୟାସ ଉପରେ କ’ଣ କହିଲେ ଦୁଇଟି ପଦକ ଜିତିଥିବା ମନୁ ଭାକର? Sunil Kumar Aug 6, 2024 ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭାକର କହିଛନ୍ତି ଯେ ସେ ଏହି କ୍ରୀଡ଼ାକୁ ଭାରତରେ ଆୟୋଜନ କରିବାକୁ ଚାହୁଁଛନ୍ତି । ପ୍ୟାରିସରେ ସାମ୍ବାଦିକମାନଙ୍କ ସହ…
Breaking News ବାରମ୍ୱାର ଆଲାର୍ମ ବାଜିବା ପରେ ଶୋଇବା କେତେ ଭୟଙ୍କର, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ପକାଏ କେଉଁ ପ୍ରଭାବ? Sunil Kumar Aug 6, 2024 ନୂଆଦିଲ୍ଲୀ: ସକାଳ ଉଠିବାକୁ ଅଧିକାଂଶ ଲୋକ ଆଲାର୍ମ ଦଇ ଶୋଇ ଥାନ୍ତି। ନିଦ ଠିକ୍ ସମୟରେ ଭାଙ୍ଗିବା ପାଇଁ, ଫୋନରେ ସକାଳ ୫:୩୦ଟାରେ ପ୍ରଥମ ଆଲାର୍ମ, ୫:୪୫ରେ ଦ୍ୱିତୀୟ ଏବଂ ୫:୫୫ରେ ଆପଣଙ୍କ ତୃତୀୟ ଆଲାର୍ମ ସେଟ୍ କରନ୍ତି।…
Breaking News ବାଂଲାଦେଶକୁ ଛାରଖାର କଲେଣି ବିକ୍ଷୋଭକାରୀ; ହୋଟେଲରେ ଲଗାଇଦେଲେ ନିଆଁ, ଜଳିଗଲେ ୨୪ ଜଣ Sunil Kumar Aug 6, 2024 ନୂଆଦିଲ୍ଲୀ: ବାଂଲାଦେଶରେ ଏକ ହୋଟେଲରେ ନିଆଁ ଲାଗି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଏହି ହୋଟେଲରେ ନିଆଁ ଲଗାଇ ଦିଆଯାଇଥିଲା । ଜାବିର ଇଣ୍ଟରନ୍ୟାସନାଲ ହୋଟେଲର ମାଲିକାନା ଆୱାମୀ ଲିଗ୍ ର…
Breaking News ପାଟିରେ ଅଧିକ ଦିନ ଧରି ଘା’ ହେବା କର୍କଟ ରୋଗର ଲକ୍ଷଣ! ଜାଣନ୍ତୁ କ’ଣ ରହିଛି କାରଣ… Sunil Kumar Aug 6, 2024 ନୂଆଦିଲ୍ଲୀ: କର୍କଟ ଏକ ଅତ୍ୟନ୍ତ ବିପଜ୍ଜନକ ଓ ମାରାତ୍ମକ ରୋଗ। ଡବ୍ଲ୍ୟୁଏଚଓ ଅନୁଯାୟୀ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ କର୍କଟ ରୋଗରେ ପୀଡ଼ିତ। କର୍କଟ ରୋଗର ଚିକିତ୍ସା ଆରମ୍ଭରେ ଚିହ୍ନଟ ହେଲେ ହିଁ ସମ୍ଭବ ହୋଇଥାଏ,…
Breaking News ପଲିଥିନ୍ ପାଇଁ ହତ୍ୟାକାଣ୍ଡ; ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ Sunil Kumar Aug 6, 2024 ଲକ୍ଷ୍ନୌ: ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ । ଉତ୍ତର ପ୍ରଦେଶର ମେରଠରେ ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି ୪ ଜଣ ଦୁର୍ବୃତ୍ତ । ଅଭିଯୁକ୍ତମାନେ ଦୋକାନୀଙ୍କ ଠାରୁ ପଲିଥିନ୍ ମାଗିଥିଲେ । ସେ…
Breaking News ଆଣ୍ଡାମାନର ପାରା ଆଥଲେଟଙ୍କୁ ଅସଦାଚରଣ; ଚେମ୍ବର ଭିତରେ ଏପରି କରିଥିବା ନେଇ ରୁଜୁ ହେଲା ମାମଲା Sunil Kumar Aug 6, 2024 ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଜଣେ ପାରା ଆଥଲେଟଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । କ୍ରୀଡ଼ା ବିଭାଗର ଜଣେ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା ଚଳିତ…
Breaking News ଭଙ୍ଗ ହେଲା ବାଂଲାଦେଶ ସଂସଦ; ଆଦେଶ ଜାରି କଲେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ Sunil Kumar Aug 6, 2024 ନୂଆଦିଲ୍ଲୀ: ଭଙ୍ଗ ହେଲା ବାଂଲାଦେଶ ସଂସଦ, ଆଦେଶ ଜାରି କଲେ ରାଷ୍ଟ୍ରପତି । ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଶର ସଂସଦ ଭଙ୍ଗ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର…