‘ତୁମେ ଲେଖିକି ନିଅ…’ ଏହି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ନିଜର ପ୍ରଥମ ଭାଷଣରେ ଆକ୍ରମଣାତ୍ମକ ମୋଡରେ ନଜର ଆସିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗଠୁ ଆରମ୍ଭ କରି ଧର୍ମକୁ ନେଇ ଉଠିଥିବା ପ୍ରସଙ୍ଗକୁ ଉଠାଇ…

ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୯.୪୫ କୋଟି ଟଙ୍କାର ଜରିମାନା

ମୁମ୍ୱାଇ: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂପାନିଉପରେ ୯.୪୫ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି। କଂପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର…

ସ୍ୱାମୀକୁ ମାରିବାକୁ ଆସି ସ୍ତ୍ରୀକୁ ଗୁଳି କରିଲେ ଦୁର୍ବୃତ୍ତ; ମୁହଁରେ ଚାଦରରେ ଢାଙ୍କି ଶୋଇଥିଲେ ମହିଳା

ବେଗୁସରାଇ: ବିହାରର ବେଗୁସରାଇରୁ ଆସିଲା ଏକ ହୃଦୟ ବିଦାରକ ଖବର। ଘର ବାରଣ୍ଡାରେ ଶୋଇଥିବା ଜଣେ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ। ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ। କୁହାଯାଉଛି ଯେ, ଗାଁର କିଛି…

ଯଦି ପୃଥିବୀରେ ଚୁମ୍ବକୀୟ ସ୍ଥାନ ନଥାନ୍ତା ତେବେ କ’ଣ ହୋଇଥାନ୍ତା? ଜାଣନ୍ତୁ କିଛି ଅଜଣା କଥା…

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କ ମତରେ ପୃଥିବୀରେ ଏକ ବିଶେଷ ପ୍ରକାରର ଚୁମ୍ବକୀୟ କ୍ଷେତ୍ର ରହିଛି, ଯାହା ସମୟ ସମୟରେ ବଦଳିଥାଏ। ଏହି ଅଞ୍ଚଳରେ ଲଗାତାର ଭାବେ ବୈଦ୍ୟୁତିକ ଚାର୍ଜ ଗଠିତ ହୁଏ। ଯାହା କି ଆମ ପୃଥିବୀ ପାଇଁ ବହୁତ…

Video; ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଘେରିଗଲେ…

କପ୍ତିପଦା: (ଓଡ଼ିଶା ଭାସ୍କର) ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ ।…

ନିଟ୍ ପେପର ଲିକ୍ ମାମଲା; ଗୁଜୁରାଟର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ, ଝାଡ଼ଖଣ୍ଡରୁ ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଗୁଜରାଟର ୪ଟି ଜିଲ୍ଲାର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି। ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସିବିଆଇ…

ଏହି ୫ଟି ରାଶି ଉପରେ ରହିଛି ଶନିଦେବଙ୍କ ଅପାର କୃପା; ଅଜଡ଼ି ଦେବେ ଧନ-ସମ୍ପତ୍ତି ଓ ମାନ-ସମ୍ମାନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଶନିଦେବଙ୍କୁ କର୍ମ ଓ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ । ଜନ୍ମ ଜାତକରେ ଶନିଦେବଙ୍କ ସ୍ଥିତି, ଦଶା-ଅନ୍ତର୍ଦ୍ଦଶା ବ୍ୟକ୍ତିର…

ରାଜଧାନୀରେ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ପ୍ରଥମ ମୌସୁମୀ ବର୍ଷା; ଗୋଟିଏ ଦିନରେ ନେଲା ୫ ମୁଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁପ୍ରବାର ହୋଇଥିଲା ପ୍ରଥମ ମୌସୁମୀ ବର୍ଷା। ୩ ଘଣ୍ଟାରୁ ଅଧିକ ସମୟ ଧରି ଲଗିରହିଲା ବର୍ଷା। ଭାଙ୍ଗିଲା ଗତ ୮୮ ବର୍ଷର ରେକର୍ଡ। ବର୍ଷା ଜନିତ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା…

ଲଦାଖରେ ସେନାର ଅଭ୍ୟାସ ବେଳେ ବଡ଼ ଅଘଟଣ; ନଦୀ ପାର୍ ବେଳେ ଟ୍ୟାଙ୍କ୍ ସହ ଭାସିଗଲେ ୫ଜଣ ଯବାନ

ନୂଆଦିଲ୍ଲୀ: ଲଦାଖରେ ସେନାର ଅଭ୍ୟାସ ବେଳେ ବଡ଼ ଅଘଟଣ । ନଦୀ ପାର୍ ବେଳେ ଭାସିଗଲା ଟ୍ୟାଙ୍କ୍ । ଟ୍ୟାଙ୍କ୍‌ରେ ଥିବା ଆର୍ମି ଅଧିକାରୀଙ୍କ ପତ୍ତା ମିଳୁନି । ନଦୀରେ ହଠୀତ୍ ଅଧିକ ଜଳସ୍ଥର ବଢ଼ିଯିବାରୁ ଭାସିଗଲା…

ଏଣିକି ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି; ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ଏଣିକି ଧାନମଣ୍ଡିରେ ଲାଗିବ ସିସିଟିଭି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ । "ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଧାନମଣ୍ଡିରୁ ମିଲକୁ ଯାଉଥିବା…