Video; ବାଦକଙ୍କ ସହ ତାଳ ଦେଇ ଶୁଣ୍ଢରେ ବାଜା ବଜାଇଲା ହାତୀ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ
ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ହାତୀ । ବୈଜ୍ଞାନିକମାନେ ହାତୀର ବୁଦ୍ଧିକୁ ସବୁବେଳେ ତାରିଫ୍ କରନ୍ତି । ମନେ ପଡ଼େ ପିଲା ଦିନର ଗୀତ “ଝୁଲରେ ହାତୀ ଝୁଲ୍ ବା ପାଣି ଖାଇ ଫୁଲ୍”, ଯେଉଁ ଗୀତରେ…