‘ବାପା ମୋତେ ନିର୍ଯାତନା ଦେଲେ…ମୁଁ ସମ୍ପର୍କ ରଖିବାକୁ ଚାହୁଁନାହିଁ’; ଏଲନ୍ ମସ୍କଙ୍କ ଟ୍ରାନ୍ସଜେଣ୍ଡର ଝିଅ
ନୂଆଦିଲ୍ଲୀ: ଏଲନ୍ ମସ୍କ ନିଜ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏଲନ୍ ମସ୍କ ଏକ ସାକ୍ଷାତକାରରେ କହିଥିଲେ ଯେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଯୋଗୁଁ ତାଙ୍କ ପୁଅର 'ମୃତ୍ୟୁ' ହୋଇଥିଲା ଏବଂ ସେ…