Breaking News ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କରି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ Sunil Kumar Jul 26, 2024 ଭୁବନେଶ୍ବର: (ଓଡ଼ିଶା ଭାସ୍କର) ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ । କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା । କଟକ ଅଭିମୁଖେ ଯାଉଥିବା ବେଳେ…
Breaking News Video; ଭଗବାନଙ୍କୁ ଗାଳି ଦେଲେ ବ୍ୟକ୍ତି, ସହି ପାରିଲେନି ଭକ୍ତ, ବାହୁଙ୍ଗୀରେ ଛେଚିଲେ କାଉଡ଼ିଆ Sunil Kumar Jul 26, 2024 ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ଅନେକ ଲୋକ କାଉଡ଼ିଆମାନଙ୍କ ରହଣି ପାଇଁ ବ୍ୟବସ୍ଥା କରିଛନ୍ତି । ହୋଟେଲ, ଢାବା,…
Breaking News ବିଚାରାଧୀନ କଏଦୀକୁ ତାଜମହଲ ବୁଲାଇ ଦେଖାଇଲେ ପୋଲିସ ଅଧିକାରୀ; ଭିଡିଓ ଭାଇରାଲ, ହେବ କାର୍ଯ୍ୟାନୁଷ୍ଠାନ Sunil Kumar Jul 26, 2024 ନୂଆଦିଲ୍ଲୀ: ତାଜମହଲରେ ପହଞ୍ଚିଲେ ଜଣେ ବିଚାରାଧୀନ କଏଦୀ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ତାଜମହଲର ପୂର୍ବ ଦ୍ୱାରରେ ପ୍ରବେଶ ପାଇଁ କରିଥିଲେ ଚେଷ୍ଟା। ସାଙ୍ଗରେ ଥିଲେ ପୋଲିସ ଅଫିସର। ଭିତରକୁ ଯିବାକୁ ଅନୁମତି…
Breaking News Video; ରାଜଧାନୀରେ ଚାଞ୍ଚଲ୍ୟ, ପରିବା ବିକାଳିଙ୍କ ସହ ଏପରି କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ Sunil Kumar Jul 26, 2024 ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରେ ଜଣେ ପରିବା ବିକାଳିଙ୍କ ଠାରୁ ଲୁଟ୍ । ଲୁଟ୍ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୁଲାଇ ୨୧ ତାରିଖ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା…
Breaking News Video; ଟ୍ରାଫିକ୍ ରୁଲ୍ ଭାଙ୍ଗି ଆଡମିସନ ଫି’ରୁ ଜରିମାନା ଦେଲେ ଛାତ୍ର, କୋଳେଇ ନେଇ ଟଙ୍କା ଫେରାଇ ଦେଲେ ମହିଳା SI Sunil Kumar Jul 25, 2024 ନୂଆଦିଲ୍ଲୀ: ରାସ୍ତାରେ ଠିଆ ହୋଇ ଟ୍ରାଫିକ୍ ପୁଲିସର କାମ ହେଉଛି ଲୋକଙ୍କୁ ସଚେତନ କରିବା, ଖରା ହେଉ କି ବର୍ଷା କଠିନ ପରିଶ୍ରମ କରିଥାନ୍ତି ଏହି ପୋଲିସ ଭାଇ-ଭୋଉଣି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Breaking News ୩ ଦିନରେ ଭରି ପିଛା ୫ ହଜାର ଟଙ୍କା କମିଲା ସୁନା ଦର; ରୁପା ଦରରେ ବି ଆସିଲା ସୁଧାର Sunil Kumar Jul 25, 2024 ନୂଆଦିଲ୍ଲୀ: ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ହେବା ପରଠାରୁ ଉଭୟ ଧାତୁର ମୂଲ୍ୟରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି । ଗୁରୁବାର, ଜୁଲାଇ ୨୫ ରେ ବୁଲିଅନ୍ ବଜାରରେ ସୁନା ମୂଲ୍ୟରେ ୧୦୦୦ ଟଙ୍କାର…
Breaking News Video; ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣା, ସାମ୍ନାକୁ ଆସିଲା ସ୍ୱାମୀଙ୍କ ସହ ଶେଷ ଫୋଟୋ… Sunil Kumar Jul 25, 2024 ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାମ୍ନାକୁ ଆସିଲା ସାମ୍ବାଦିକା ମଧୁଙ୍କ ସ୍ୱାମୀ ସହ ଶେଷ ଫଟୋ । ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାରେ ତନାଘନା । ଦୁଇ ଦିନ ତଳେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ମଧୁ…
Breaking News ଆଲାସ୍କା ନିକଟରେ ପ୍ରଥମ ଥର ପାଇଁ ମିଳିତ ପାଟ୍ରୋଲିଂ କଲେ ଋଷ୍ ଓ ଚୀନ୍ Sunil Kumar Jul 25, 2024 ନୂଆଦିଲ୍ଲୀ: ଉତ୍ତର ପ୍ରଶାନ୍ତ ମହାସାଗର ଏବଂ ଆଲାସ୍କା ନିକଟସ୍ଥ ବେରିଙ୍ଗ ସାଗରରେ ରୁଷ୍ ଓ ଚୀନ୍ ମିଳିତ ପାଟ୍ରୋଲିଂ କରିଛନ୍ତି। ଏହି ଦୁଇ ଦେଶ ପୂର୍ବରୁ ଅନେକ ଥର ଏଭଳି କରିସାରିଛନ୍ତି। ବେରିଙ୍ଗ୍ ସାଗରରେ ରୁଷ୍…
Breaking News ବଦଳିଲା ‘ମେକ୍ ଇନ୍ ଓଡ଼ିଶା’ ନାଁ; ଏଣିକି ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ Sunil Kumar Jul 25, 2024 ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା 'ମେକ୍ ଇନ୍ ଓଡ଼ିଶା' ନାଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ନେଇ ରଖାଯାଇଛି ଲକ୍ଷ୍ୟ । ୨୦୨୯…
Breaking News ‘ମୋ ସ୍କୁଲ’ ନାଁ ବଦଳି ହେଲା ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’; ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ନୂଆ ଯୋଜନା… Sunil Kumar Jul 25, 2024 ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା 'ମୋ ସ୍କୁଲ' ନାଁ । 'ମୋ ସ୍କୁଲ' ନାଁ ବଦଳି ହେଲା 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' । 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ।…