ୟୁଜିସି-ନେଟ୍ ୨୦୨୪ ପେପର ଲିକ୍ ମାମଲା; ବାତିଲ ପରେ ତଦନ୍ତ ଆରମ୍ଭ କଲା CBI

ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୪ ପ୍ରଶ୍ନପତ୍ର ଲିକ୍ ହେବା ମାମଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବାର ଦିନକ ପରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ୟୁଜିସି ନେଟ୍ ପରୀକ୍ଷାକୁ ନେଇ ବୈଠକ ପରେ ସାଲିସ୍…

Video; ‘ଯଦି ଏଭଳି କାମ ନ ହୁଏ ତେବେ ଭୁଶୁଡ଼ିଯିବ ଶ୍ରୀମନ୍ଦିର’; ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶହ ଶହ ବର୍ଷର ଶ୍ରୀମନ୍ଦିର ଏବେ ବିପଦରେ ଅଗାକୁ ଭୁଶୁଡ଼ିଯାଇପାରେ ବୋଲି କହିଛନ୍ତି ଏୈତିହ୍ୟ ବିଷେଶଜ୍ଞ । କାହିଁକି ଏମିତି ଦିନ ଆସିଲା, କାହିଁକି ଜଗନ୍ନାଥ ମନ୍ଦିର ଚାରି ପାର୍ଶରେ ମାଟି…

Video; ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା; ଖୋଲିବ ଚାଉଳ ATM

ଭୁବେନଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଚାଉଳ ପାଇଁ ହଇରାଣ ହେବାକୁ ପଡିବନି । କାର୍ଡ ଗଳାଇଲେ ବାହାରିବ ଚାଉଳ । ଖୁବଶୀଘ୍ର ଭୁବେନଶ୍ୱରରେ ଖୋଲା ହେବାକୁ ଯାଉଛି ଚାଉଳ ଏଟିଏମ । ରାସନକାର୍ଡ ହିତାଧୀକକାରୀଙ୍କ ପାଇଁ ଏହି…

ବାରଣାସୀରେ ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗାଯିବା ଘଟଣାରେ ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ମନ୍ତବ୍ୟ ଦେଇଛନ୍ତିକଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର । ରାହୁଲ ଏହି ଘଟଣାକୁ ନିନ୍ଦା କରିବା ସହ…

ଡ୍ରେନ୍ ଟ୍ରାଜେଡି; ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ‘ଡ୍ରେନେଜ ଡିଭିଜନ’ର ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ…

‘ଯିଏ ଆମକୁ ଶେଷ କରିବାକୁ ଚେଷ୍ଟା କରିଥିଲା ତାଙ୍କ ସହ କେବେ ବି ଯିବି ନାହିଁ’; ଉଦ୍ଧବ ଠାକରେ

ମୁମ୍ୱାଇ: ଶିବସେନାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି। ସେମାନେ…

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ ଭର୍ତ୍ତୃହରି ମହତାବ; ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଲୋକସଭାକୁ ଲଗାତାର ସାତ ଥର …

‘ହଜ୍’ ସମୟରେ ଚାଲିଗଲା ୧,୦୦୦ ଲୋକଙ୍କ ଜୀବନ; ସାଉଦିରେ ଦିଆଯିବ କବର୍

ନୂଆଦିଲ୍ଲୀ: ଅନେକ ଦେଶ ହଜ୍ ଯାତ୍ରା ସମୟରେ ନିଜ ନାଗରିକଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି । ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ମୁସଲମାନ ତୀର୍ଥଯାତ୍ରୀ ହଜ୍ ଯାତ୍ରା ପାଇଁ ସାଉଦି ଆରବରେ ଏକାଠି ହୁଅନ୍ତି ।…

Video: ସମୁଦ୍ର ଲହଡ଼ିରେ ରୋମାନ୍ସ କରୁଥିଲେ ଦମ୍ପତି; ପ୍ରେମିକ ସାମ୍ନାରେ ଭାସିଗଲା ପ୍ରେମିକା…

ଓଡ଼ିଶା ଭାସ୍କର: କୁହାଯାଏ ପାଣି ହେଉଛି ଥଣ୍ଡା ନିଆଁ ଯିଏ ଏହାର ମାୟାଜାଲରେ ଥରେ ପଡେ ତାହାକୁ ସେଠୁ ବାହାରିବା ମୁସ୍କିଲ ହୋଇ ପଡେ। ଯଦିବା ଜଣକୁ ପହଁରିବା ଜଣାଥାଏ, ତଥାପି ତାହାକୁ ପାଣିର ତାଣ୍ଡବରୁ ରକ୍ଷା ପାଇବା…

BIG BREAKING; ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ ଡେ ମ୍ୟାଚ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ୱାନ୍ ଡେ ମ୍ୟାଚ୍ । ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ତେବେ ଏହି ଡେ ନାଇଟ୍ ୱାନ୍ ଡେ ମ୍ୟାଚ୍ ଆସନ୍ତା ବର୍ଷ ୨୦୨୫…