ଭାରତ ପାକିସ୍ତାନ ନ ଯିବା ଖବରକୁ ନେଇ ହାସନ ଅଲ୍ଲୀଙ୍କ ତୀବ୍ର ପ୍ରତିକ୍ରିୟା; ‘ଆମେ ତାଙ୍କ ବିନା ଖେଳିବୁ’
ନୂଆଦିଲ୍ଲୀ: ୨୦୨୫ରେ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନା କାରଣରୁ ଭାରତ ପାକିସ୍ତାନ ଗସ୍ତ କରୁନଥିବା ଖବର ଆସୁଛି, ଯାହା…