ଡାକଘର ନାଁରେ ହେଉଛି ବଡ଼ ବଡ଼ ଠକେଇ; ଲୋକଙ୍କୁ ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସହ ହେଉଥିବା ଅନଲାଇନ ଠକେଇକୁ ନେଇ ସରକାର ଚିନ୍ତିତ ଅଛନ୍ତି। ଟଙ୍କା ହରାଉଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଲଗାତାର ସତର୍କ ସୂଚନା ଜାରି କରୁଛନ୍ତି। ସେହିପରି ଡାକଘର…

ପୁରୀ: ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ; ଏଯାଏଁ ହୋଇନି ମଙ୍ଗଳ ଆଳତି

ପୁରୀ: (ଓଡ଼ିଶା ଭାସ୍କର) ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ । ନୀତି ବିଳମ୍ବ ଯୋଗୁଁ ହୋଇନାହିଁ ମଙ୍ଗଳ ଆଳତି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ…

ମାଇକ୍ରୋସଫ୍ଟ୍-ଆପଲକୁ ପଛରେ ପକାଇ ବିଶ୍ୱରେ ନମ୍ବର-୧ ହେଲା nVIDIA

ମୁମ୍ୱାଇ: ଗତ କିଛି ମାସ ସେୟାର ବଜାରରେ ବୃଦ୍ଧି ନେଇ ନୂଆ ଇତିହାସ ସୃଷ୍ଟି କରିଛି ଆମେରିକୀୟ ଚିପ୍ ନିର୍ମାତା nVIDIA। ଚଳିତ ମାସରେ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ଏମକ୍ୟାପ୍ କ୍ଲବରେ ପ୍ରବେଶ କରିଥିବା କମ୍ପାନୀ…

୪୧ବିମାନ ବନ୍ଦର, ୬୦ହସ୍ପିଟାଲ ଉଡ଼ାଇବାକୁ ଧମକ; ବୋମା ମାଡ଼ କରିବାକୁ ଦୁର୍ବୃତ୍ତଙ୍କ ଚିଠି

ମୁମ୍ୱାଇ: ମଙ୍ଗଳବାର ସିଏସଏମଆଇଏ ସମେତ ଦେଶର ୪୧ଟି ବିମାନବନ୍ଦରରେ ବୋମା ଧମକପୂର୍ଣ୍ଣ ଇମେଲ୍ ଆସିଛି। ତେବେ ଏହି ସବୁ ଧମକ ମିଥ୍ୟା ପ୍ରମାଣିତ ହୋଇଛି। ମୁମ୍ବାଇ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…

Video; ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା, ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଦେଶର ନାଁ'କୁ ଉଜ୍ୱଳ କଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ନୀରଜ ଚୋପ୍ରା ଫିନଲ୍ୟାଣ୍ଡରେ ଚାଲିଥିବା ପାଭୋ ନୁରମି ଗେମ୍ସରେ ପ୍ରଥମ ସ୍ଥାନ ଅଧିକାର କରି…

ଅନ୍ଧାର ହୋଇଗଲା ରାଜଧାନୀ; ପ୍ରବଳ ଘଡ଼ଘଡ଼ି, ବିଜୁଳି, ପବନ ସାଙ୍ଗକୁ ବର୍ଷା

ଭୁବନେଶ୍ୱର :  (ଓଡ଼ିଶା ଭାସ୍କର) ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପାଣିପାଗର…

୨୪ ବର୍ଷ ଭିତରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ୍ ଉତ୍ତର କୋରିଆ ରାଜଧାନୀ ପିୟୋଙ୍ଗୟାଙ୍ଗରେ କିମ୍ ଜଙ୍ଗ୍ ଉନ୍ ଙ୍କୁ ଭେଟିବାକୁ ଯାଉଛନ୍ତି। ଗତ…

ଛାତିଥରା ଦୃଶ୍ୟ ବଖାଣିଲେ କଞ୍ଚନଜଙ୍ଗା ଏକ୍ସପ୍ରେସରେ ଥିବା ଲୋକ; କହିଲେ କିପରି ହେଲା ଦୁର୍ଘଟଣା

ନୂଆଦିଲ୍ଲୀ: ସୋମବାର ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେବାଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କଞ୍ଚନଜଙ୍ଗା ଏକ୍ସପ୍ରେସରେ…

ଇଟାଲୀରେ ବୁଡ଼ିଗଲା ଦୁଇଟି ଜାହାଜ; ୧୧ ମୃତ, ୬୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଦକ୍ଷିଣ ଇଟାଲୀ ଉପକୂଳରେ ଦୁଇଟି ଜାହଜ ବୁଡ଼ିଯିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ମେରିଟ୍‌ ଲିଷ୍ଟ ଅନୁସାରେ ଦିଆଯିବ ନିଯୁକ୍ତି

କଟକ: (ଓଡ଼ିଶା ଭାସ୍କର) ହାଇକୋର୍ଟରେ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା…