Video; ମାନିଲେନି ମନ୍ତ୍ରୀଙ୍କ କଥା, ପୁଣି ଚଢା ଦରରେ ବିକୁଛନ୍ତି ପରିବା, ଶ୍ରାବଣ ମାସକୁ ନେଇ ଚିନ୍ତାରେ ଖାଉଟି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଗକୁ ଆସୁଛି ଶ୍ରାବଣ ମାସ, ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ପରିବା ହାଟକୁ ମନ୍ତ୍ରୀଙ୍କ ଘନ ଘନ ଗସ୍ତ ପରେ ବି ସୁଧୁରୁ ନାହାଁନ୍ତି ଅମାନିଆ ବୋପରୀ । ପୁଣି ଚଢା ଦରରେ ବୁକିୁଛନ୍ତି…