ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍; ରାଉରକେଲା ଓ ରାଞ୍ଚିରେ ଖେଳାଯିବ ସବୁ ମ୍ୟାଚ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚନା ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଚଳିତ…

କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ୩ ମେଡିକାଲ କଲେଜ; ଯାଜପୁର ଲାଗି ୫୦ ସିଟ୍‌ର ଅନୁମତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖୁବ୍ ଶୀଘ୍ର ସେବା ଯୋଗାଇବ ୩ ମେଡିକାଲ କଲେଜ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । "କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟର ୩…

ବର୍ଷା ବେଳେ କାହିଁକି ବୃଦ୍ଧି ପାଇଥାଏ ଯୌନ ଆଗ୍ରହ? ଜାଣନ୍ତୁ, ଏହାର ବୈଜ୍ଞାନିକ କାରଣ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ବର୍ଷା ଋତୁ ଜାରି ରହିଛି। ଏହି ସମୟରେ ସମମସ୍ତଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ । ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ଶରୀରର ତାପମାତ୍ରା ଅଧିକ ହୋଇଥାଏ। ଏଠାରେ କହିବା କଥା ହେଉଛି…

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; ‘ଅନଲାଇନରେ ୧୨ ହଜାରରୁ ଅଧିକ ମତାମତ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । '୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ । ଲୋକଙ୍କ ଆଶା…

BIG BREAKING…ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ; ଏମ୍ସର ନ୍ୟୁରୋସର୍ଜରୀ ବିଭାଗରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହଠାତ୍ ଖରାପ ହେବାରୁ ତାଙ୍କୁ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ମିଳିଥିବା…

ୟୁକ୍ରେନ ଯୁଦ୍ଧରେ ଋଷିଆକୁ ସାହାଯ୍ୟ କରୁଥିବା ନାଟୋ ଅଭିଯୋଗ ଉପରେ ଜବାବ ରଖିଲା ଚୀନ୍

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧରେ ଚୀନର ସମ୍ପୃକ୍ତି କୁ ନେଇ ନାଟୋ ମଙ୍ଗଳବାର କଠୋର ମନ୍ତବ୍ୟ ଦେଇଛି । ନାଟୋ ଚୀନକୁ ଋଷ୍ ସମର୍ଥକ ବୋଲି ଅଭିଯୋଗ କରିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ ।…

ବର୍ଷାଦିନେ ବିଶଲ୍ୟକରଣୀ ଭଳି କାମ ଦିଏ କନ୍ଦମୂଳ; ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ରକ୍ତଚାପକୁ କରେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ବର୍ଷାଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ…

କୃଷକଙ୍କ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ‘ସଂଯୁକ୍ତ କୃଷକ ମୋର୍ଚ୍ଚା’

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍କେଏମ୍) ବୁଧବାର ଦିଲ୍ଲୀର ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରି…

ଜନ୍ମ ଠାରୁ ପାଠପଢ଼ା ଯାଏଁ ଝିଅମାନଙ୍କ ସବୁ ଖର୍ଚ୍ଚ ବହନ କରନ୍ତି ସରକାର; ଜାଣନ୍ତୁ ଏହି ଯୋଜନା ସମ୍ୱନ୍ଧରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ…

ଆଇସିସି ଟି-୨୦ ମାନ୍ୟତାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଲେ ଋତୁରାଜ ଗାଇକୱାଡ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ ଭାରତୀୟ କ୍ରିକେଟର ଋତୁରାଜ ଗାଇକୱାଡଙ୍କୁ ଦେଇଛି ନୂଆ ପରିଚୟ । ଆଇସିସି ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ୧୩ ସ୍ଥାନ ଉପରକୁ ଉଠିଛନ୍ତି ଋତୁରାଜ ।…