ଘର କିମ୍ୱା ଅଫିସ୍ରେ ରଖିଛନ୍ତି କି ତାଜମହଲର ମୂର୍ତ୍ତି/ଫଟୋ? ଜାଣନ୍ତୁ ଏହାର ପରିଣାମ
ଓଡ଼ିଶା ଭାସ୍କର: ଘରକୁ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ଆମେ ଅନେକ ସମୟରେ ଭିନ୍ନ ଭିନ୍ନ ଜିନିଷ ମାଧ୍ୟମରେ ଘରକୁ ସଜାଇଥାଉ । କିନ୍ତୁ ବେଳେବେଳେ ଘରକୁ ସାଜସଜା ପାଇଁ ଆମେ ଏପରି କିଛି ବସ୍ତୁ ବ୍ୟବହାର କରିଥାନ୍ତି…