ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ବେଆଇନ ନୁହେଁ!; ନୂଆ ଆଇନରେ ନାହିଁ କି ଏହାର କିଛି ବ୍ୟବସ୍ଥା?
ନୂଆଦିଲ୍ଲୀ: ଦେଢ଼ଶହ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଆଇପିସିକୁ ଉଚ୍ଛେଦ କରାଯାଇ ଜୁଲାଇ ପହିଲାରୁ ଦେଶରେ ୩ଟି ନୂଆ ଆଇନ ଲାଗୁ କରାଯାଇଛି। ତେବେ ଏମିତି କିଛି କଥା ରହିଛି ଯାହାକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି।…