ଭାରତୀୟ ସେନାର ‘ସିକ୍ରେଟ୍ ସ୍ମାର୍ଟଫୋନ୍’, ଏଣିକି ସୀମାରେ ବି ହୋଇପାରିବ ଯୋଗାଯୋଗ
ନୂଆଦିଲ୍ଲୀ: ଗତ ଅକ୍ଟୋବର ମାସରେ ଚୀନ୍ ସହ କଥାବାର୍ତ୍ତା ବେଳେ ସୁରକ୍ଷିତ ଯୋଗାଯୋଗ ପାଇଁ ଭାରତୀୟ ସେନା 'ସମ୍ଭାବ' ସ୍ମାର୍ଟଫୋନ୍ ବ୍ୟବହାର କରିଥିଲା।
ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ତାଙ୍କ ବାର୍ଷିକ…