BIG BREAKING…ବାଲେଶ୍ବରରେ ପ୍ରଚଣ୍ଡ ଶବ୍ଦ; ଥରିଲା ଆଖପାଖ ଅଞ୍ଚଳ, ଲୋକେ ଭୟଭୀତ

ବାଲେଶ୍ବର: (ଓଡ଼ିଶା ଭାସ୍କର) ବାଲେଶ୍ବରରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି…

BIG BREAKING…ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ନବ ନିର୍ବାଚିତ କଙ୍ଗ୍ରେସ୍ ବିଧାୟକ ସାପ କାମୁଡିବାରୁ ଅସୁସ୍ଥ ହୋିଥିବା ସୂଚନା । ସାପ କାମୁଡ଼ିବା…

ଘରୋଇ ଚିକିତ୍ସାଳୟ BSKY ଗ୍ରହଣ ନକରିବା ଦ୍ୱାରା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଠାତ୍ ଏବେ ବଡ଼ ପରିବର୍ତ୍ତନକୁ କେହି ବୁଝି ପାରୁ ନ ଥିବା ସମୟରେ ଏକ କଡ଼ ସମସ୍ୟା ହୋଇ ଛିଡ଼ା ହେଲାଣି BSKY । ଗତକାଲି ଦିର୍ଘ ଚବିଶ ବର୍ଷ ଧରି ଶାସନ କରିଆସୁଥିବା ବିଜେଡିର ପରାଜୟ ପରେ…

ରୂପା ପାଦରେ ଚାଲୁଛନ୍ତି ଶନିଦେବ; ଜାଣନ୍ତୁ ଏହାର ଅର୍ଥ କ’ଣ, କେଉଁ ରାଶିରେ ସବୁଠୁ ଅଧିକ ପ୍ରଭାବ?

ଓଡ଼ିଶା ଭାସ୍କର: ସୂର୍ଯ୍ୟ ପୁତ୍ର ଶନିଦେବ ୨୦୨୪ ମସିହାରେ କୁମ୍ଭ ରାଶିରେ ରହିବେ। ତାଙ୍କର ଧୀର ଧୀର ଗତି ହେତୁ, ଶନି ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାନ୍ତି। ୨୦୨୩ ମସିହାରେ ଶନି କୁମ୍ଭ ରାଶିରେ ଗୋଚର…

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…

ଯଦି ନୀତୀଶ ‘କିଙ୍ଗମେକର’ ହେଉଛନ୍ତି ତେବେ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳୁ: ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ନୀତୀଶ କୁମାର ଲୋକସଭା ନିର୍ବାଚନ ଫଳାଫଳରେ "କିଙ୍ଗମେକର" ହୁଅନ୍ତି, ତେବେ ତାଙ୍କୁ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ଉଚିତ୍।…

ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି…

ତଦନ୍ତ ପରେ ସ୍ପଷ୍ଟ ହେଲା ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା; ଏବେଯାଏଁ ପ୍ରାଣ ହରାଇଛନ୍ତି ୩୬ଜଣ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ଆସିଛି । ତଦନ୍ତ ପରେ ସ୍ପଷ୍ଟ ହେଲା ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ହୋଇଛି…

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ରଚିଲା ବିଶ୍ୱ ରେକର୍ଡ; ଗୋଟିଏ ଦିନରେ ସର୍ବାଧିକ ୧୯.୭୧ ଅରବ ଅର୍ଡର

ମୁମ୍ବାଇ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବୁଧବାର ବିଶ୍ୱ ରେକର୍ଡ କରିଛି । ସକାଳ ୯ଟା ୧୫ରୁ ଆରମ୍ଭ ହୋଇଥିବା ଏହି କାରବାରରେ ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମୋଟ ୧୯.୭୧ ଅରବ ଅର୍ଡର ମିଳିଥିଲା । ଏହା ସହ ଏନଏସଇ…

ସିକନ୍ଦରରେ ଏଣ୍ଟ୍ରି କଲେ କରୀନା କପୁର; ସଲମାନ୍ ଖାନ୍‌ଙ୍କ ସହ ପୁଣି ଏକାଠି ନଜର ଆସିବେ ବେବୋ

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ । କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ସଲମାନ ଖାନଙ୍କ ସହ…