AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…

ସବୁ ଦଳଙ୍କ ପାଇଁ ଆଜି ଅମାବାସ୍ୟାର ରାତି! ନୂଆ ସରକାର ଗଠନରେ କାହାର ରହିବ ପ୍ରମୁଖ ଭୂମିକା?

ନୂଆଦିଲ୍ଲୀ: ଗ୍ରହମାନଙ୍କ ମତରେ ଆଜି ଏନଡିଏ ଏବଂ ଇଣ୍ଡିଆ ଦଳ ପାଇଁ ଏକ ବିଶେଷ ଦିନ । ଆଜି ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଖବର ଆସିପାରେ। ରାଜନୀତି ଦୃଷ୍ଟିକୋଣରୁ ଆଗାମୀ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିଲା ବିଜେପି; ୬୧ହଜାରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେଲେ ବୈଜୟନ୍ତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬,୧୫, ୭୦୫ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ…

ୟୁପିରେ ସପାର ବଡ଼ ବିଜୟକୁ ନେଇ କ’ଣ କହିଲେ ଅଖିଳେଶ ଯାଦବ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୭ଟି ଆସନରେ ଆଗୁଆ ରହିଛି। ମଙ୍ଗଳବାର ରାତି ୯ଟା ୫୦ ପର୍ଯ୍ୟନ୍ତ ଏହି ସଂଖ୍ୟା ରହିଛି। ୟୁପିରେ ମଧ୍ୟ କଂଗ୍ରେସ ୬ଟି ଆସନ ଜିତିବାରେ…

ନିର୍ବାଚନ ଫଳାଫଳ ଆସିବା ପରେ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଦେଖିବାକୁ ମିଳିଛି। "ଦେଶର ଜନତା କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଭାରତର…

ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ତିଆ ମେଣ୍ଟର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ଗଣମାଧ୍ୟମକୁ…

ମୋବାଇଲ କଲକୁ ନେଇ ବିବାଦ; ବୁଟିକ୍ କର୍ମଚାରୀଙ୍କୁ ମାରି ଟ୍ରେନ୍ ଲାଇନରେ ଶୁଆଇଦେଲେ ଦୁର୍ବୃତ୍ତ

ବରେଲି: କିଲା ଥାନା ଅଞ୍ଚଳରେ ରେଳ ଧାରଣାରୁ ଜବତ ହେଲା ମୃତଦେହ। ସୂଚନା ମୁତାଦକ ମିଳିଥିବା ମୃତଦେହଟି କିଲା ଅଞ୍ଚଳର ବୁଟିକ୍ କର୍ମଚାରୀ ଅନସଙ୍କର । ପରିଚୟ ମିଳିବା ପରେ ପରିବାର ଲୋକେ ମୃତଦେହ ହସ୍ତାନ୍ତର କରିଥିଲେ।…

ଆମେଥିରେ ହାରିଲେ ସ୍ମୃତି ଇରାନୀ; ପରାଜୟ ପରେ କହିଲେ ଏପରି କଥା

ଆମେଥି: ଆମେଥିରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ୧.୬୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସ୍ମୃତି ଇରାନୀ ପରାଜୟର ନିକଟତର ହୋଇଛନ୍ତି। ସ୍ମୃତି ମଙ୍ଗଳବାର…

ବାରଣାସୀ ଆସନରୁ ୧.୫୨ ଲକ୍ଷ ଭୋଟରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୪ ଲକ୍ଷ ୬୦ ହଜାର ଭୋଟ୍ ପାଇ…

ସମ୍ବଲପୁରରେ ଜିତିଲେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ୧,୧୯,୮୩୬ ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେ ୧,୧୯,୮୩୬ ଖଣ୍ଡ ଭୋଟ ବ୍ୟବଧାନରେ ୫,୯୨,୧୬୨ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। ଲୋକସଭା ନିର୍ବାଚନରେ ମତଦାନର ଶେଷ…