ଇନ୍ଦୋରରେ ରେକର୍ଡ ସୃଷ୍ଟି କଲା ନୋଟା; ମିଳିଲା ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍

ଇନ୍ଦୋର: ଇନ୍ଦୋରର ଭୋଟରମାନେ ନୋଟା ବଟନ ଦବାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣତିରେ ଏପର୍ଯ୍ୟନ୍ତ ନୋଟାକୁ ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍ ମିଳିସାରିଛି। ଇନ୍ଦୋର ଲୋକସଭା ଆସନରେ…

ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ; ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ

ଭୁବନେଶ୍ୱର: (ଓଡ଼ଶା ଭାସ୍କର) ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ । ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ । ଆଜି ସକାଳ ଆଠରୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ…

ନିର୍ବାଚନ ପରେ ଚାଷୀଙ୍କୁ ମିଳିବ ଏସବୁ ଫାଇଦା; ଘୋଷଣା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚାଷୀମାନଙ୍କୁ ମିଳିବ ସବୁଠୁ ବଡ ସୁଯୋଗ । ଚଳିତ ନିର୍ବାଚନରେ ଶାସକ ଦଳର ସରକାର ଗଠନ ହେଲେ ଚାଷୀମାନଙ୍କୁ ମିଳିବ ଅନେକ ଫାଇଦା ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଓଡିଶାର…

ପୁଣି ଥରେ ଟୁଙ୍ଗୁରୁ ଭୋଳକୁ ଗିରଫ କଲା ପୋଲିସ; ଅଟୋରେ କରୁଥିଲା ଏମିତି…

ଭୁବନେଶ୍ୱର: ଟୁଙ୍ଗୁରୁ ଭୋଳର ନାଁ ଶୁଣିଲା ମାତ୍ର ଆପଣମାନଙ୍କର ଅଟୋରେ ଭାଉଜ ପ୍ରେମ କଥା ତ ନିଶ୍ଚିତ ମନେ ପଡୁଥିବ । ଏବେ ଭାଉଜକୁ ନୁହେଁ ବରଂ ଅଟୋରେ ଚୋରମାନଙ୍କୁ ବୋହି ନେଉଥିଲା ଟୁଙ୍ଗୁରୁ ଭୋଳ । ସେ ପୁଣି ରାଜଧାନୀର…

ଭୁବନେଶ୍ବର: ଭଡ଼ା ଘର ଭିତରୁ ବା‌ର୍ ଡ୍ୟାନସ‌ର୍‌ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଭଡ଼ା ଘର ଭିତରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ବିଲ୍ଡିଂରୁ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ ହୋଇଥିବା ସୂଚନା ।…

ଅଗ୍ନିବର୍ଷା ଆଉ କ’ଣ କି?: ସତ ହେଉଛି ମାଳିକା; ଶୁଖିଗଲାଣି ନଦୀ, ହ୍ରଦ, ପୋଖରୀ; ଆଗକୁ ହେବ ଆହୁରି ଭୟଙ୍କର…

ଓଡିଶା ଭାସ୍କର: ଧିରେ ଧିରେ ସରି ଆସୁଛି କଳି ଯୁଗ.. ଘଟିବ ଚର୍ତୁଃଦିଗରେ ଜଳ ପ୍ରଳୟ । ସମଗ୍ର ଓଡିଶାରେ ଜଳ ପ୍ରବାହିତ ହେବା ସହ ଚାରି ଆଡୁ ମାଡିବ ପାଣି । ୭ ଦିନ ହେବ ଭୟଙ୍କର ଝଡ ତୋଫାନ । ଆଉ ମାଡି ଆସୁଛି ଭୟଙ୍କର…

ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଜାରି; ଗୋଟିଏ ଦିନରେ ଅଂଶୁଘାତରେ ୨୩ ଜଣଙ୍କ ମୃତ୍ୟୁ

ଚତରା: ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୋଟିଏ ଦିନରେ ୨୩ ଜଣଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ସେହି ଗାଁର ୩ ଜଣଙ୍କ ସମେତ ୫ ଜଣଙ୍କର ଚତରା ଜିଲ୍ଲାରେ ହିଟ୍ ଷ୍ଟ୍ରୋକ୍ ରେ ମୃତ୍ୟୁ ଘଟିଛି। ଏଭଳି ଏକ ଖବର…

ବ୍ୟବସାୟ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ; ଏହାସହ ଜାଣନ୍ତୁ କେଉଁ ଦିଗରେ ବସିବେ ଦୋକାନ ମାଲିକ?

ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ବ୍ୟବସାୟରେ ବୃଦ୍ଧି ଘଟୁନାହିଁ ଏବଂ ମାନ୍ଦା ହୋଇଯାଇଛି, ତେବେ ଏହି ଟିପ୍ସ୍ ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଆଜି ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଆପଣଙ୍କୁ ଏମିତି କିଛି ଉପଚାର କହିବାକୁ…

BIG BREAKING…୫୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି; ପ୍ରବଳ ଖରା ଓ ଗୁଳୁଗୁଳି, ଅଂଶୁଘାତରେ ୫୨ ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ଆକାଶରୁ ଅଗ୍ନିବର୍ଷା ହେଉଛି । ଗରମ ଏତେ ମାତ୍ରାରେ ହେଉଛି ଯେ ଅନେକ ଲୋକ ରାସ୍ତାରେ ପଡ଼ି ପ୍ରାଣ ହରାଉଛନ୍ତି। ଗୁରୁବାର ସାରା ବିହାରରେ ଅଂଶୁଘାତ ଯୋଗୁଁ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ…

କାଲି ଶେଷ ପର୍ଯ୍ୟାୟ ମତଦାନ; ଗାଁ ମୁହାଁ ୬ ଜିଲ୍ଲାର ଭୋଟର, ଭୁବନେଶ୍ୱର-କଟକ ବସଷ୍ଟାଣ୍ଡରେ ପ୍ରବଳ ଭିଡ଼

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ । ଦେଶର ୫୭ ଆସନ ପାଇଁ ହେବ ଭୋଟ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ । ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆରମ୍ଭ ହୋଇଯାଇଛି…