ଭାରତରେ ପହଞ୍ଚିବା ମାତ୍ରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା; ଆପତ୍ତିଜନକ ଭିଡିଓ ମାମଲାରେ ପଚରାଉଚରା କରିବ SIT

ନୂଆଦିଲ୍ଲୀ: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା । କର୍ଣ୍ଣାଟକର ହାସନରୁ ସାଂସଦ ପ୍ରଜୱାଲ ରେଭାନ୍ନା ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ…

ହୋଟେଲ ମାଲିକ ଜୟା ସେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ

ମୁମ୍ବାଇ: ୨୦୦୧ମସିହାରେ ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ କାରାଦଣ୍ଡ । ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ । ଗୁରୁବାର ସ୍ୱତନ୍ତ୍ର ବିଚାରପତି…

BREAKING…ରାଉରକେଲା RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ, ଭାରାପ୍ରାପ୍ତ ଅଧୀକ୍ଷକଙ୍କ ସୂଚନା

ରାଉରକେଲା: (ଓଡ଼ିଶା ଭାସ୍କର)  RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଲେ ଭାରାପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ । "ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ…

ବିରାଟ କୋହଲିଙ୍କୁ ସମାଲୋଚନା କରିବାରୁ ମତେ ହତ୍ୟା ଧମକ ମିଳିଛି; ସାଇମନ ଡୁଲ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସମାଲୋଚନା କରି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏପରି ଅଭିୟୋଗ ଆଣିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ୍। ବିରାଟ କୋହଲିଙ୍କ ବିଷୟରେ…

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଚିଠି ଲେଖି ବିଜେପିକୁ ଟାର୍ଗେଟ୍ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପଞ୍ଜାବବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଚିଠିରେ ସେ ବିଜେପି ସରକାରକୁ ଏକଛତ୍ରବାଦୀ ବୋଲି ଲେଖିଛନ୍ତି। ଯେଉଁଥିଲାଗି ଦେଶରେ ଏକଛତ୍ରବାଦ ଆଣିଛି। ସମ୍ବିଧାନ ଓ…

ରାଜନୀତିରେ ଜଡ଼ିତ ବ୍ୟକ୍ତିଙ୍କ ଜାତକର କେଉଁ ଭାବରୁ ଜାଣିବେ ହାର୍-ଜିତ୍ କଥା?

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ କିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଶକ୍ତି-ସୁଖ, ପ୍ରସିଦ୍ଧି ଏବଂ ସ୍ୱତନ୍ତ୍ର ସାମାଜିକ ପରିଚୟର କାରଣ ଅଟେ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ତୃତୀୟ…

ଭାଗ୍ୟ ବଦଳାଇଦେବ ଗୁଜୁରାତି; ଶୁକ୍ରବାର ଦିନ କରନ୍ତୁ ଏପରି କାମ…

ଓଡ଼ିଶା ଭାସ୍କର: ଧନପ୍ରାପ୍ତ କରିବାକୁ କିଏ ବା ନଚାହେଁ । ଆସନ୍ତୁ ଜାଣିବା ଗୁଜୁରାତିର ଏକ ସରଳ ଉପାୟ, ଯାହାଦ୍ୱାରା ଆପଣଙ୍କୁ ଧନ-ସମ୍ପତ୍ତି ମିଳିବା ସହ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ । ମନେରଖନ୍ତୁ ଯେ ଏହି…

ରାଜଧାନୀରେ ଦୋକାନ ଦେବା ନାଁରେ ଠକେଇ; ଜାଗା ସମେତ କମ୍ପାନୀର ୨୯୦କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଏକ ମନୋରଞ୍ଜନ କମ୍ପାନୀର ୨୯୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ନୋଏଡାର ଲୋକପ୍ରିୟ ଜିଆଇପି…

କାଲିଠୁ ଆଜି ଅଧିକ କଲବଲ କରୁଛି ତାତି; ଦିନ ସାଢ଼େ ୨ରେ ଟପିଲା ୪୬ ଡିଗ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଠାରୁ ଆଜି ଅଧିକ କଲବଲ କରୁଛି ତାତି । ଦିନ ସାଢ଼େ ୨ରେ ତାତି ୪୬ ଟପିଲା । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା…

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ଫୁଟି ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

ପୁରୀ: (ଓଡ଼ିଶା ଭାସ୍କର) ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ । ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋିଥିବା ସୂଚନୈ । ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା…