ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ; ଗୁପ୍ତ ସେବା କରୁଛନ୍ତି ସେବାୟତ, ଦେଉଳ ବାହାରେ କାନ୍ଦୁଛନ୍ତି ଭକତ
ପୁରୀ: (ଓଡ଼ିଶା ଭାସ୍କର) ସ୍ନାନଯାତ୍ରା ପରେ ଶ୍ରୀଜିଉ ଜ୍ୱରରେ କମ୍ପୁଛନ୍ତି । ସେଥିପାଇଁ ଭକ୍ତଙ୍କୁ ଦର୍ଶନ ଦେବା ବଦଳରେ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ବିକଳ୍ପ ଭାବେ ରତ୍ନସିଂହାସନରେ…