ଡ୍ରେସ୍ ଅସନା ଓ ବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’
ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ହୃଦୟ ବିଦାରକ ଖବର ଆସିଛି, ଯେଉଁଠାରେ ଜଣେ ମା' ସାମାନ୍ୟ କଥାକୁ ନେଇ ନିଜ ୮ ବର୍ଷର ନିରୀହ ଶିଶୁକୁ ଗଳାକାଟି ହତ୍ୟା କରିଛି। ମା' ଓ ପୁଅଙ୍କ ସମ୍ପର୍କ ସବୁଠାରୁ ନିଆରା। ମା'ଙ୍କୁ ଭଗବାନର…