ସରୋଗେସି ନିୟମରେ ସଂଶୋଧନ; ଡୋନର ଗେମେଟ୍ ବ୍ୟବହାରକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସରୋଗେସି ନିୟମ, ୨୦୨୨ରେ ସଂଶୋଧନ । ଏନେଇ ଆସିଲା ବିଜ୍ଞପ୍ତି. ରୋଗରେ ପୀଡ଼ିତ ଦମ୍ପତିଙ୍କ ଠାରୁ ଗେମେଟ୍ ଆସିବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ ସରୋଗେସି ନିୟମ (ସରୋଗେଟ୍ ଡିମାଣ୍ଡ…

ସନ୍ଦେଶଖାଲିରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଗିରଫ

କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଗୁରୁବାର ସନ୍ଦେଶଖାଲିର ଏକ ଥାନା ସମ୍ମୁଖରେ ଧାରଣା ଦେବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହାପରେ ତାଙ୍କୁ ବୋଟ୍ ଯୋଗେ ଧାମଖାଲି ନିଆଯାଇଥିଲା। ଆଉ କିଛି…

(Video) ମ୍ୟାଟ୍ରିକ ପରୀକ୍ଷାରେ ମାହାଲ ମାଣ୍ଡା! ଏମିତି ଭୁଲ ପାଇଁ ପରୀକ୍ଷା ଦେଇ ପାରିଲେ ନାହିଁ ଛାତ୍ରୀ

ଯାଜପୁର: (ଓଡ଼ିଶା ଭାସ୍କର)୧୦ ପରୀକ୍ଷାରେ ବଡ଼ ତ୍ରୁଟି । ମ୍ୟାଟ୍ରିକ ପରୀକ୍ଷାରେ ବି ମାହାଲ ମାଣ୍ଡା ଭଳି ବଡ଼ ବିଭ୍ରାଟ । ଏମିତି ଭୁଲ ପାଇଁ ଜଣେ ଛାତ୍ରୀ ଆଜି ଦେଇ ପାରି ନାହାଁନ୍ତି ୧୦ମ ଶ୍ରେୀର ପରୀକ୍ଷା । ଭଲ ଛାତ୍ରୀ…

ସତ ହେବ ମାଳିକା! ବିପଦରେ ହୀରାକୁଦ କେନାଲ ବନ୍ଧ…. ଆସିଗଲା କି ସଙ୍କେତ?

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ…

BIG BREAKING…ଏଡେନ ଉପସାଗରରେ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଜବାବ ଦେଲା ସେନା

ନୂଆଦିଲ୍ଲୀ: ୟେମେନ୍ ନିକଟରେ ଆଡେନ୍ ଉପସାଗର ଦେଇ ଯାଉଥିବା ଏକ ମାଲବାହୀ ଜାହାଜ ଉପରକୁ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ବ୍ରିଟେନ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ଏଜେନ୍ସି କହିଛି ଯେ ଏହି ଆକ୍ରମଣ ପରେ…

ପୁଣି ବଢ଼ିଲା ବୁଲା କୁକୁରଙ୍କ ଆତଙ୍କ; ୭ ବର୍ଷର ନିରୀହ ଶିଶୁକୁ ଝୁଣିଝୁଣି ମାରିଦେଲେ

ମୁଜାଫରନଗର: ୟୁପିର ମୁଜାଫରନଗରରେ ଜଣେ ଶିଶୁର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କିଛି ବୁଲା କୁକୁର ଜଣେ ୭ବର୍ଷର ନିରୀହ ଶିଶୁକୁ କାମୁଡ଼ି ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାରେ ପ୍ରାଣ…

୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା; ବର୍ଦ୍ଧିତ ଦରମା ପାଇଁ ଅତିରିକ୍ତ ବ୍ୟୟ ହେବ ୨୭.୩୭ କୋଟି ଟଙ୍କା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ମୋଟ…

ଦାରୁଲ ଉଲୁମ ଦେଓବନ୍ଦ ପ୍ରସଙ୍ଗ; ‘ଗଜୱା-ଏ-ହିନ୍ଦର ଆଇଡିଆର ବୈଧତା’ ଦେଉଛି ଫତୱା

ସାହାରନପୁର: ଉତ୍ତର ପ୍ରଦେଶର ସାହାରନପୁରରେ ଦେଶର ସର୍ବବୃହତ ଇସଲାମିକ ଅନୁଷ୍ଠାନ ଗଜୱା-ଏ-ହିନ୍ଦ (ଭାରତ ଉପରେ ଆକ୍ରମଣ) ଦାରୁଲ ଉଲୁମ ଦେଓବନ୍ଦକୁ ସ୍ୱୀକୃତି ଦେଉଥିବା ଫତୱା ପୁଣି ଥରେ ଘେରାଉ ହୋଇଛି। ଇସଲାମିକ…

Board Exam Tips: ବୁଧଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ; ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ବୁଧ ଗ୍ରହକୁ ମଜବୁତ କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇପାରିବ । ବୁଧ ଦେବ ହେଉଛନ୍ତି ବୁଦ୍ଧିର କାରକ । ତାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର…

ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…