କଂଗ୍ରେସ ସହ ମେଣ୍ଟ ଓ ଆସନ ବୁଝାମଣା ନେଇ ସଙ୍କେତ ଦେଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟକୁ ନେଇ ମୁହଁ ଖୋଲିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ 'ଶେଷ ଭଲ, ସବୁକିଛି ଭଲ' । ବାସ୍ତବରେ ଅଖିଳେଶ ଯାଦବଙ୍କୁ ଯେତେବେଳେ…

ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ; ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଲେ କେଏଲ୍ ରାହୁଲ ଓ ଯଶପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଫେବୃଆରୀ ୨୩ରୁ ରାଞ୍ଚିରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ଯଶପ୍ରୀତ ବୁମ୍ରା ବାଦ୍ ପଡ଼ିଛନ୍ତି। ଯଶପ୍ରୀତ ବୁମ୍ରା ଚତୁର୍ଥ ଟେଷ୍ଟରେ ଖେଳିବେ ନାହିଁ। ଯଶପ୍ରୀତ ବୁମ୍ରା ନ ଖେଳିବା ନେଇ ନିଷ୍ପତି…

ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା; ପୁଅ ୮ଫୁଟ୍ ୩ଇଞ୍ଚ, ଝିଅ ୨ଫୁଟ୍

ଓଡ଼ିଶା ଭାସ୍କର : ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା । କାଲିଫର୍ଣ୍ଣିଆର ଇର୍ଭିନ୍ ଠାରେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ତୁର୍କିଏର ସୁଲତାନ କୋସେନ୍ ସୋମବାର ଭାରତର ଜ୍ୟୋତି ଆମ୍ଗେଙ୍କୁ…

ସାରଥି ପୋର୍ଟାଲ ସମସ୍ୟା; ଫେବୃଆରୀ ୨୯ ଯାଏଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସର ବୈଧତା ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରଥି ପୋର୍ଟାଲରେ ସମସ୍ୟା ଯୋଗୁଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସ, କଣ୍ଡକ୍ଟର ଲାଇସେନ୍ସର ବୈଧତା ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ। ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ…

ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ; ରାତି ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ । ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି । ବିଭିନ୍ନ ନିଯୋଗ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକରେ…

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ

ଭୁବନେଶ୍ୱର: ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ। ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ରିପୋର୍ଟ ଭିତ୍ତିରେ। ସିକିମ ସ୍ୱତ୍ୱ ଚାଷୀଙ୍କ ବହୁ ବର୍ଷର ସମସ୍ୟା…

ପୁଣି ସିଲ୍ ହେଲା କାର୍ ଖାନା; ଭେଣ୍ଡିଙ୍ଗ୍ ଜୋନ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର: ଆଇଜି ପାର୍କ ନିକଟସ୍ଥ ରାସ୍ତାରେ କାରରେ ଖାଦ୍ୟ ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯା' । ଭଲ ବେପାର ହେବା ସହ ଦର କମ୍ ଥିବାରୁ ଲୋକ ଖାଇବାକୁ ପସନ୍ଦ କରୁଥିଲେ । କାର ଯୋଗେ ଖାଦ୍ୟ ଆଣି ବିକ୍ରି…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଜୟପୁର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନ ରାଜ୍ୟସଭା ନିର୍ବାଚନ୨୦୨୪ରେ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ପ୍ରାର୍ଥୀ…

ଶିଖ୍ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହିବାକୁ ନେଇ ତେଜୁଛି ବିବାଦ; ମମତା କହିଲେ ବିଜେପି ବିଭାଜନକାରୀ ରାଜନୀତି କରୁଛି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ବିଜେପିର ବିଭାଜନକାରୀ ରାଜନୀତି ସାମ୍ବିଧାନିକ ସୀମାକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେ ନିଜ ଏକ ଟ୍ୱିଟରେ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ…