Video: ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଲିପିକାର ନୂଆ ନାଟକ: ‘ତଣ୍ଟି ଚିପୁଛି ଢ଼େଗ’
ଭୁବନେଶ୍ୱର: ରାତି ହେଲେ ଜେଲ ଭିତରୁ ଶୁଭୁଛି ବିକଟାଳ ରଡି। ଅନ୍ଧାର ସହ ଯେମିତି କିଏ ମାଡି ଆସୁଛି ଲିପିକା ଥିବା ସେଲ ଭିତରକୁ। ଭୟଙ୍କର ଚିତ୍କାରରେ ଫାଟୁଛି ଜେଲ ଘର।
ମରିଗଲି ମରିଗଲି ବୋଲି ବିକଳ ହେଇ କହି…