୧୫୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଲା ୫ ବର୍ଷର ପିଲା: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର କାଲିଖାଡ ଗାଁରେ ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ୫ ବର୍ଷର ଶିଶୁ ୧୫୦ ଫୁଟ ଗଭୀର ନଳକୂପ ଭିତରକୁ ଖସି ପଡ଼ିଥିଲା। ଶିଶୁଟି ବୋରୱେଲଠାରୁ ପ୍ରାୟ ୧୫୦ ଫୁଟ ତଳକୁ ଫସି ରହିଛି।…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ

ଭୁବେନଶ୍ବର: ଭତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ପକ୍ଷରୁ ଏକ ଚାରିଦିନିଆ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ…

ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍

ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…

‘ଗୀତା’ ବିଶ୍ୱର ଏକମାତ୍ର ଶାସ୍ତ୍ର, ଯାହାର ପାଳନ କରାଯାଏ ଜନ୍ମଦିନ: ଜାଣନ୍ତୁ କାହିଁକି ପାଳନ କରାଯାଏ ଗୀତା ଜୟନ୍ତୀ?

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀମଦ ଭଗବତ ଗୀତାର ବହୁତ ମହତ୍ତ୍ୱ ରହିଛି । ଏହା ହିନ୍ଦୁ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର ବୋଲି ବିବେଚନା କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ…

ଅମ୍ପାୟାରଙ୍କୁ ଗାଳି ଗୁଲଜ କରି ଫସିଲେ ଖେଳାଳି, ଏବେ ଆଇସିସି ଲଗାଇଲା ବଡ଼ ଜରିମାନା

ନୂଆଦିଲ୍ଲୀ: ଆଇସିସି ନିୟମ ଉଲ୍ଲଂଘନ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଜୋସେଫ୍ ଙ୍କୁ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏହି ମାମଲା ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ ପ୍ରଥମ ଦିନିକିଆ ସହ…

Video: ଭୁବନେଶ୍ୱରରେ Gang Rape, OYOକୁ ଡାକି ଜଣେ ଯୁବତୀଙ୍କୁ ୪ ଜଣ ମିଶି କଲେ ଗଣଦୁଷ୍କର୍ମ, ଥାନାରେ ମାମଲା..

ଭୁବନେଶ୍ୱର: ଭୁବନେଶ୍ୱରରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଗଣଦୁଷ୍କର୍ମର ଅଭିଯୋଗ ପୁରା ରାଜଧାନୀକୁ ଦୋହଲାଇ ଦେଇଛି । ୪ ଜଣ ଦୁର୍ବୃତ୍ତ ମିଶି ଜଣେ ଯୁତୀଙ୍କୁ ବାରମ୍ବାର ମଦ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଓୟୋ…

ଏମିତି ପାଣି ଯିଏ ପିଉଥିଲା, ଛାତି ପିଟିପିଟି ମରି ଯାଉଥିଲା: କାହିଁକି ଏପରି କରୁଥିଲା ତାନ୍ତ୍ରିକ

ନୂଆଦିଲ୍ଲୀ: ଗୁଜରାଟରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ୪୨ ବର୍ଷିୟ ତାନ୍ତ୍ରିକର ରବିବାର ପୁଲିସ ହେପାଜତରେ ମୃତ୍ୟୁ ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ…

ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସୂଚନା: ଦୁଇଟି ଦେଶରୁ ୨ଟି ଭିପିଏନ୍ ସିଷ୍ଟମର ହୋଇଥିଲା ବ୍ୟବହାର

ଭୁବନେଶ୍ୱର: ଡିଜିପି ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସୂଚନା । ୨ଟି ଭିପିଏନ୍ ସିଷ୍ଟମ ବ୍ୟବହାର ହୋଇଥିବା କହିଲା କ୍ରାଇମବ୍ରାଞ୍ଚ । 'ଗୋଟିଏ କାନାଡାରୁ, ଗୋଟିଏ ଆମେରିକାରୁ ବ୍ୟବହାର…

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ: ୨୦୨୭ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। '୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର। ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି…

ବଶାର ଅଲ-ଅସଦଙ୍କ ବିଦାୟ ପରେ ସିରିଆରେ କିଏ ଶାସନ କରୁଛି? ରହସ୍ୟ ଖୋଲିଲେ ସିରିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଜାଲାଲି ସୋମବାର (ଡିସେମ୍ବର ୦୯, ୨୦୨୪) ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଦାବି କରିଛନ୍ତି ଯେ ସଶସ୍ତ୍ର ବିଦ୍ରୋହୀମାନେ ପୂର୍ବତନ ରାଷ୍ଟ୍ରପତି…