Video: ଦେଶାତ୍ମବୋଧକ ଗୀତରେ ଝୁମିବେ ଦର୍ଶକ, ଆସିଲା ଅକ୍ଷୟ କୁମାରଙ୍କ ହୃଦୟସ୍ପର୍ଶୀ ଗୀତ ‘ମାୟେ’
ମୁମ୍ୱାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସ୍କାଏ ଫୋର୍ସର ପ୍ରମୋସନ ଜୋରସୋରରେ ଆରମ୍ଭ ହୋଇଛି। ଅଫିସିଆଲ ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏବେ ସାଉଣ୍ଡଟ୍ରାକ୍ ର ପ୍ରଥମ ଗୀତ ରିଲିଜ ହୋଇଛି।…