ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ପଢ଼ାଯିବ ନ୍ୟୁଜ୍‌: ୭ଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କହିଲେ ରେଳ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ାଯିବ । ୬ରୁ ୭ ଦିନ ମଧ୍ୟରେ ଏହା କରାଯିବା ନେଇ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌…

ଟିକ୍‌ ଟକ୍‌ର ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, ବ୍ୟାନ୍ ହେବା ନେଇ ଖୁବ୍ ଶୀଘ୍ର ଘୋଷଣା

ନୂଆଦିଲ୍ଲୀ: ଟିକ୍‌ ଟକ୍‌ର ଆବେଦନ ଖାରଜ ହେବା ପରେ ଏବେ ଆମେରିକାରେ ସର୍ଟ ଭିଡିଓ ଆପ୍ ଟିକ୍‌ ଟକ୍‌କୁ  ଆଗାମୀ ଦିନରେ ବ୍ୟାନ୍ କରାଯାଇପାରେ । କମ୍ପାନୀ ଆଶା କରିଛି ଯେ ଟିକ୍ ଟକ୍ କୁ ନିଷିଦ୍ଧ କରିବା ଲକ୍ଷ ଲକ୍ଷ…

‘ଦେଶର ଲୋକଙ୍କୁ ଝଗଡ଼ା ଭିତରକୁ ଠେଲି ଦିଆଯାଉଛି’: ଅଟାଲା ମସଜିଦ ବିବାଦକୁ ନେଇ ଏପରି କହିଲେ ଓୱେସି

ନୂଆଦିଲ୍ଲୀ: ଜୌନପୁରର ଅଟାଲା ମସଜିଦ୍ ବିବାଦ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଅଟାଲା ମସଜିଦରେ ଅଟଲା ଦେବୀ ମନ୍ଦିର ଅଛି ବୋଲି ଦାବି କରି ସ୍ଥାନୀୟ ଅଦାଲତଙ୍କ ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।…

ଷ୍ଟକ ବଜାରରେ ହଇଚଇ: ଗୋଟିଏ ଦିନରେ ଦୁଇଗୁଣ ହେଲା ନିବେଶକଙ୍କ ଟଙ୍କା

ମୁମ୍ୱାଇ: ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ…

ଛତିଶଗଡ଼ରେ ଏକାସାଙ୍ଗରେ ୨୦୦ ମାଓବାଦୀଙ୍କ ଆକ୍ରମଣ, କଡ଼ା ଜବାବ ଦେଲେ ସୁରକ୍ଷାବାହିନୀ

ନୂଆଦିଲ୍ଲୀ: ଆତଙ୍କିତ ହୋଇ ପଡ଼ିଲେଣି ନକ୍ସଲ, ଲଗାତାର ପରାଜୟ ପରେ ଆତଙ୍କିତ ହୋଇ ପଡ଼ଲେଣି। ଦୁଇ ଦିନ ତଳେ ଗୁରୁବାର ରାତିରେ ଜିଡପାଲୀ ଶିବିର ଉପରେ ୨୦୦ ମାଓବାଦୀ ଆକ୍ରମଣ କରିଥିଲେ, ଏହାର ପାଲଟା ଜବାବ ଦେଲେ ଯବାନ।।…

Video: କନ୍ଦାଇଦେଲା ଭଳି ଦୃଶ୍ୟ, ଭୋକର ବିକଳରେ ଅଇଁଠା ବାସନରୁ ଖାଦ୍ୟ ଗୋଟେଇ ଖାଇଲେ ପିଲା

ଓଡ଼ିଶା ଭାସ୍କର: ପେଟର ଭୋକ ମଣିଷକୁ କେତେବେଳେ ଯେ କେଉଁ ପରିସ୍ଥିତିରେ ପହଁଚାଇ ଦେବ ତାହା କହିହେନି। ଆମ ସମାଜରେ ଆଜିବି ଏମିତି ଲୋକ ଅଛନ୍ତି ଗଣ୍ଡେ ଅର୍ଣ୍ଣ ପାଇଁ ବିକଳ ହେୁଛନ୍ତି। ସରକାରଙ୍କ ସତ ସତ ଯୋଜନା ତାଙ୍କ…

ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ, ଚୋରି ଧରାଇଦେଲା ଗଣମାଧ୍ୟମ, ଟେକିନେଲେ ପୋଲିସ

ନୂଆଦିଲ୍ଲୀ: ମୁଣ୍ଡ ବୁଲେଇ ଦେଲା ଭଳି ଖବର, ଚୋରି କରିବାକୁ ଭିନ୍ନ ତରିକା। ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ ନେଇ କରୁଥିଲା ଚୋରି। ନିଜର ଅପହରଣ ହୋଇଥିବା କାହାଣୀ କହି ଅନେକ ଘରୁ ବୁଲାଇଛି କଳାକନା। ଅନେକ ପରିବାରର…

ପାକିସ୍ତାନକୁ ଲାଗିଲା ଝଟକା: ଆତଙ୍କବାଦୀ ମାସୁଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ପାକିସ୍ତାନକୁ କହିଛନ୍ତି । ସୂଚନା ଅନୁଯାୟୀ, ମାସୁଦ ଆଝାର ନିକଟରେ ପାକିସ୍ତାନର…

ଡରାଇଲେ DSP: ଘଣ୍ଟା ପ୍ରତି ୧୮୧.୬ କି.ମି. ବେଗରେ ବୋଲିଂ କଲେ ସିରାଜ, ଟେରା ହୋଇଗଲେ କଙ୍ଗାରୁ

ନୂଆଦିଲ୍ଲୀ: ଆଡିଲେଡ୍ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନର ଷ୍ଟମ୍ପ୍ ଘୋଷଣା ହେବା ପରେ ଭାରତ ପାଖରେ ହସିବାର କିଛି ନଥିଲା। ତେବେ ପ୍ରଶଂସକମାନେ ନିଜ ମନୋରଞ୍ଜନ ପାଇଁ କିଛି ପାଇଥିଲେ। ପ୍ରଥମ…

କୃଷକଙ୍କ ପାଇଁ ବଡ଼ ଖବର: ଏଣିକି ସିଧାସଳଖ UPIରେ ଋଣ ପାଇବେ ଚାଷୀ, କ୍ଷୁଦ୍ରଚାଷୀଙ୍କୁ ବି ମିଳିବ ଲୋନ୍

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଏବଂ ବଢୁଥିବା କୃଷି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) କ୍ଷୁଦ୍ର ଚାଷୀମାନଙ୍କୁ ଜମାମୁକ୍ତ ଋଣସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ରିଜର୍ଭ…