ମହାକୁମ୍ଭ: ୫.୫୧ କୋଟି ରୁଦ୍ରାକ୍ଷ, ୧୧,୦୦୦ ତ୍ରିଶୂଳରେ ସଜେଇ ହେବେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
ପ୍ରୟାଗରାଜ: ମହାକୁମ୍ଭ ପାଇଁ ସଜେଇ ହେଉଛି ପ୍ରୟାଗରାଜ । କୁମ୍ଭମେଳା ଅଞ୍ଚଳର ସେକ୍ଟର-୬ସ୍ଥିତ ବଜରଙ୍ଗ ଦାସ ମାର୍ଗରେ ମୌନି ବାବାଙ୍କ ଏକ ଭବ୍ୟ ଶିବିର ପ୍ରସ୍ତୁତ କରାଯାଉଛି।
ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଭବ୍ୟ…