Video: ବିଲରେ ବାଘ ଦେଖି ଢ଼େଲା-ପଥର ପକାଇଲେ ଲୋକେ, ଆଖି ହରାଇ ହେଲା ଗୁରୁତର ହେଲା ବାଘୁଣୀ

ନୂଆଦିଲ୍ଲୀ: ଆସାମରେ ବାଘ ଦେଖିବା ପରେ ଲୋକଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ କିଛି ଲୋକ ଜଙ୍ଗଲରେ ଏକ ମାଈ ବାଘକୁ ଦେଖୁଛନ୍ତି। ପଥର ଓ ଧାରୁଆ ଅସ୍ତ୍ରରେ…

ଆସୁଛି ଆଉ ଏକ ବାତ୍ୟା!: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଓଡ଼ିଶା ଉପରେ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । '୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ।…

ଦିନରେ ବର୍ଦି ପିନ୍ଧି ଡ୍ୟୁଟି, ରାତିରେ ଖୋଜିବୁଲେ ଶିକାର: ୪ ମହିଳାଙ୍କୁ କଲାଣି ହତ୍ୟା

ନୂଆଦିଲ୍ଲୀ: ବର୍ଦି ପଛରେ ଲୁଚି ରହିଥିଲା ସଇତାନ ଚେହେରା। ସେ ଜଣେ ରକ୍ଷକ ଭକ୍ଷକ ସାଜିଲା। ସେ ଚାରି ଜଣ ମହିଳାଙ୍କ ଜୀବନ ନେଇଥିଲା। ସେ ଏକ ଡବଲ୍ ଲାଇଫ୍ ବିତାଉଥିଲେ ଯେଉଁଥିରେ ତାଙ୍କୁ ଦିନରେ ୟୁନିଫର୍ମ ପିନ୍ଧି…

ବଲିଉଡ ଛାଡିବାକୁ ଓଭର୍ କନ୍ଫିଡେନ୍ସ୍‌ରେ ଏହି ଭୁଲ କରିଥିଲେ କିଙ୍ଗ୍ ଖାନ

ମୁମ୍ୱାଇ: ବଲିଉଡର କିଙ୍ଗ ହେବା ପାଇଁ ଶାହାରୁଖ ଖାନଙ୍କ ତ୍ୟାଗ-ପରିଶ୍ରମ ବିଷୟରେ ନକହିବା ଭଲ। ତାଙ୍କର ଏହି ସଫଳତା ପଛରେ ରହିଛି ବର୍ଷ ବର୍ଷର କଠିନ ପରିଶ୍ରମ, ଚମତ୍କାର ଅଭିନୟ ସହ ପ୍ରଶଂସକଙ୍କ ଜବରଦସ୍ତ ସମର୍ଥନ ।…

ସାଧାରଣ ଲୋକଙ୍କୁ ଯବାନଙ୍କ ଦୁଃର୍ବ୍ୟବହାର ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: କଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ରେ ସାଧାରଣ ନାଗରିକଙ୍କୁ ଦୁଃର୍ବ୍ୟବହାର କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ସେନା ଗୁରୁବାର ନିର୍ଦ୍ଦେଶ ଦେଇଛି ।…

ଆଦାନୀ ଗ୍ରୁପ୍ ସହ ସମସ୍ତ ଚୁକ୍ତି ରଦ୍ଦ କଲେ କେନିଆ ସରକାର

ନୂଆଦିଲ୍ଲୀ: କେନିଆ ସରକାର ଗୁରୁବାର ଆଦାନୀ ଗ୍ରୁପ୍ ସହ ହୋଇଥିବା ସମସ୍ତ ଚୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ଏଥିରେ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଏବଂ ବିମାନବନ୍ଦର ସମ୍ପ୍ରସାରଣ ଭଳି ବଡ଼ ପ୍ରକଳ୍ପ…

୨ ୱିକେଟ୍ କିପରଙ୍କୁ ନେଇ ଖେଳିବ ଟିମ୍ ଇଣ୍ଡିଆ; ବାହାରିବେ ରୋହିତ-ଗିଲ-ଜାଡେଜା, ପ୍ଲେଇଂ ଇଲେଭେନ୍…

ମୁମ୍ୱାଇ: ବର୍ଡର ଗାଭାସ୍କର ଟ୍ରଫି୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୨ରୁ ପର୍ଥରେ ଖେଳାଯିବ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ, ତେଣୁ ପର୍ଥ ଟେଷ୍ଟରେ…

ବକ୍ରି ହେବାକୁ ଯାଉଛନ୍ତି ବୁଧ; ହାତେ ମାପି ଚାଖାଣ୍ଡେ ଚାଲନ୍ତୁ ଏହି ରାଶିର ଲୋକ, ନଚେତ ହେବ ସର୍ବନାଶ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ରାଜକୁମାରର ମାନ୍ୟତା ମିଳିଛି। ଜାତକରେ ବୁଧଙ୍କ ପ୍ରଭାବ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକରେ ବୁଧ…

EPFOର UAN ନମ୍ବର ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ, ଆକ୍ଟିଭେସନ ପାଇଁ ଜରୁରୀ ହେବ…

ମୁମ୍ୱାଇ: କେନ୍ଦ୍ର ସରକାର ଶ୍ରମ ମନ୍ତ୍ରଣାଳୟ ଜରିଆରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ମଚାରୀଙ୍କ ୟୁଏଏନ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସକ୍ରିୟ କରିବା ପାଇଁ ଆଧାର…

BIG BREAKING…ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ; ୩୮ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲାରେ ୩୮ଜଣଙ୍କ ମୃତ୍ୟୁ । ଖୈବର ପଖତୁନଖ୍ବାରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ । ଡାଉନ୍ କୁର୍ରମ ଅଞ୍ଚଳରେ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆକ୍ରମଣ । ପେଶାୱର…