ସଂସଦକୁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ଆଣିବା ପ୍ରସଙ୍ଗରେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କଲା BJP
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଏବଂ ବିଜେପି ମଧ୍ୟରେ ସୋମବାର ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ପ୍ରିୟଙ୍କା ଗାନ୍ଧୀ ସଂସଦ ପରିସରରେ ଏକ ବ୍ୟାଗ୍ ନେଇ ପହଞ୍ଚିଥିଲେ, ଯେଉଁଥିରେ…